ନନ୍ଦନକାନନର ସର୍ଭର ଡାଉନ: ମିଳୁନି ଟିକେଟ୍, ପର୍ଯ୍ୟଟକ ହନ୍ତସନ୍ତ

0

ଭୁବନେଶ୍ବର (ଆମ ଟିଭି): ସର୍ଭର ଡାଉନ, ମିଳୁନି ଟିକେଟ୍ । ନନ୍ଦନକାନନର ସର୍ଭର ଡାଉନ ପାଇଁ ପର୍ଯ୍ୟଟକ ହନ୍ତସନ୍ତ । ଅଫଲାଇନ ଟିକେଟ କାଉଣ୍ଟର ବନ୍ଦ ଥିବା ଯୋଗୁ ମିଳିପାରୁନି ଟିକେଟ ।

ଫଳରେ ନନ୍ଦନକାନନ ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ପର୍ଯ୍ୟଟକ ଭିଡ଼ ଜମାଇଛନ୍ତି । ରବିବାର ଛୁଟି ଦିନ ଥିବାରୁ ନନ୍ଦନକାନନ ଆଗରେ ପ୍ରବଳ ଭିଡ଼ ଜମିଛି ।

Leave A Reply

Your email address will not be published.