ବାପା ହେବେ ବଲିଉଡ୍ ଅଭିନେତା ବରୁଣ

0

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଏବେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବରଣୁ ଧୱନ। ବରୁଣ ଓ ନତାଶାଙ୍କ ଘରକୁ ଆସିବ କୁନି ଅତିଥି। ଏକଥା ଆମେ କହୁନୁ, ଏନେଇ ନିକଟରେ ଖୋଦ୍ ହିଣ୍ଟ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍।

ନିକଟରେ ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ଆଗାମୀ ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ବିଗ୍ ବସ୍ ଶୋରେ ନଜର ଆସିଥିଲେ। ଏହି ସମୟରେ ହୋଷ୍ଟ ସଲମାନ ଖାନ ଖୁବ ଶୀଘ୍ର ବରୁଣ ବାପା ହେବାକୁ ଯାଉଥିବା କହିଥିଲେ। କିନ୍ତୁ ଏହାକୁ ସଲମାନ ଥଟ୍ଟାରେ କହିଥିଲେ। କିନ୍ତୁ ପ୍ରଶଂସକମାନେ ଏହି ଖବର ଶୁଣି ବେଶ୍ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.