ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଙ୍କ ତଥ୍ବାଵଧାନରେ ବୋଇତ ବନ୍ଦାଣ*

0

ସାଇ ଶ୍ରଦ୍ଧା ପ୍ରଡକ୍ସନ ଓ ବାଲିଯାତ୍ରା ଟିମ୍ ତରଫରୁ ସିଲଭର୍ ସିଲ୍କ ସିଟି ବୋଟ୍ କ୍ଲବ ,କଟକ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଗୁରୁ ଡଃ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ ତଥ୍ବାବଧାନରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ,ଓଡ଼ିଶା ସରକାରଙ୍କ ଆଡିସନାଲ୍ ଚିଫ୍ ସେକ୍ରେଟେରୀ ସତ୍ୟବ୍ରତ ସାହୁ, ପ୍ରଯୋଜିକା ଓ ନିର୍ଦ୍ଦେଶିକା ବିନି ସାମଲ୍,ନୃତ୍ୟନିର୍ଦ୍ଦେଶକ ବବି ଇସଲାମ୍,କ୍ରିଏଟିଭ୍ ହେଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତା ଅଶୃମୋଚନ,ଶ୍ରୀତମ ଦାଶ,ସୋହମ୍ ସିଂ,ଶକ୍ତି ବରାଳ,ଶୁଭିଶିଷ୍,ବିଦିଶା ବାଗ୍, ଲଭରିନ ଖାନ,

ସୌମ୍ୟା ସୁଚରିତା ସାହୁ, ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ମହାରଣା ଓ ପ୍ରିୟଙ୍କା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.