ଶ୍ରୀମନ୍ଦିରରୁ ଖସିଲା ପଥର

0

ପୁରୀ (ଆମ ଟିଭି): ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଶନିବାର ଭୋରରୁ ଏକ ପଥର ଖସିଛି। ଯାହାର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ। ତେବେ ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି। ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି।
ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ବରାହ ମନ୍ଦିରରହିଛି । ଏଏସଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।ତେବେ କିପରି ଖସିଲା ସେନେଇ ଜଣାପଡିଛି।

Leave A Reply

Your email address will not be published.