ସାର୍ଟିପିକେଟରେ ରହିବନି ଆଧାର ନମ୍ବର, ୟୁଜିସି

0

ଭୁବନେଶ୍ବର: ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି। ୟୁଆଇଡିଏଆଇର ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। କେତେକ ରାଜ୍ୟରେ ସରକାର ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ସମ୍ପୂର୍ଣ୍ଣ ଆଧାର ନମ୍ବର ପ୍ରିଣ୍ଟ କରିବାକୁ ବିଚାର କରୁଥିବା ୟୁଜିସି ଜାଣିବାକୁ ପାଇଛି। ନିୟମ ଅନୁସାରେ, ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଆଧାର ନମ୍ବର ପ୍ରିଣ୍ଟ କରିବାକୁ ଅନୁମତି ନଥିବା ୟୁଜିସି ସ୍ପଷ୍ଟ କରିଛି।

Leave A Reply

Your email address will not be published.