ପାକିସ୍ତାନରେ ପୁଣି ଭୂମିକମ୍ପ ଝଟକା

0

ଇସଲାମାବାଦ(ଆମ ଟିଭି): ପାକିସ୍ତାନରେ ପୁଣି ଭୂମିକମ୍ପ ।ପାକିସ୍ତାନରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୋର ପ୍ରାୟ ୩ଟା ୩୮ରେ ଭୂକମ୍ପ ଝଟକା ଅନୁଭୂତ ହୋ ଜୀଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି।

ଭାରତର କିଛି ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏହା ସହ ୦୩:୧୬ ରେ ନ୍ୟୁ ଗିନିର ଉତ୍ତର ଉପକୂଳରେ ୬.୫ ତୀବ୍ରତାର ଓ ୦୩: ୪୫ରେ ଜିଜଙ୍ଗରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.