ଅପନା ଦଳ ସହ ସମ୍ପର୍କ ତୁଟାଇଲେ ଅଖିଳେଶ

0

ନୂଆଦିଲ୍ଲୀ (ଆମ ଟିଭି): ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ଆସିଛି। ସମାଜବାଦି ପାର୍ଟି ଅପନା ଦଲ କମେରାବାଦି ସହ ମେଣ୍ଟ ସମ୍ପର୍କ ତୁଟାଇଦେଇଛି। ଏସପି ମୁଖ୍ୟ ଅଖିଳେଶ ନିଜେ ଏହା ଘୋଷଣା କରିଛନ୍ତି।

ଅପ୍‌ନା ଦଲ କମେରାବାଦି ଏବଂ ଏସପି ମଧ୍ୟରେ ମେଣ୍ଟ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ କହିଛନ୍ତି – ୨୪ ରେ ନୁହେଁ, ୨୨ ରେ ଏକ ମେଣ୍ଟ ହୋଇଥିଲା।

Leave A Reply

Your email address will not be published.