ଭୁବନେଶ୍ୱର (ଆମ ଟିଭି): ପୁଣି ସାମ୍ନାକୁ ଆସିଲେ, ଆଉ ବର୍ଷିଲେ । ଗତ କିଛି ଦିନ ଧରି ଗଣମାଧ୍ୟମ ଓ ରାଜନୀତିରୁ ଦୂରେଇ ରହିଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆସି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାରି ଭିତରେ ସେ ଫାଇଭ ଟି ସଚିବଙ୍କୁ ନେଇ ନିଜର ମତ ରଖିଛନ୍ତି ।
କହିଛନ୍ତି, ରାଜ୍ୟରେ ସଚିବ ସରକାର ଚଳାଉଛନ୍ତି । ତେବେ ନିକଟରେ ଓଡିଶା ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ ଆସିଥିଲେ । ଏହି ସମୟରେ ଫାଇଭ ଟି ସଚିବଙ୍କ ସହ ଶାହଙ୍କର ଏକ ବୈଠକ ହୋଇଥିଲା । ଆହୁରି ଅନେକ ଗୁମର କଥା କହିଛନ୍ତି ଜୟନାରାୟଣ ମିଶ୍ର ।