ପୁଣି ମାଓ ହିଂସା: ଆର୍ମ ଫୋର୍ସ କଂପାନୀ କମାଣ୍ଡରଙ୍କୁ ହତ୍ୟା

0

ନୂଆଦିଲ୍ଲୀ(ଆମ ଟିଭି): ଛତିଶଗଡରେ ମାଓ ହିଂସା । ଛତିଶଗଡ ଆର୍ମ ଫୋର୍ସ କଂପାନୀ କମାଣ୍ଡରଙ୍କୁ ହତ୍ୟା । ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ । ମାଓବାଦୀଙ୍କ ଆକ୍ରମଣରେ ସିଏଏଫର ଚତୁର୍ଥ ବାଟାଲିୟନ କଂପାନୀର କମାଣ୍ଡର ତିଜାଓ ରାମ ଭୁଆର୍ୟ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ କ୍ୟାମ୍ପରେ କମାଣ୍ଡର ଭାବେ କାର୍ୟ୍ୟରତ ଥିଲେ । ଆଜି ସକାଳୁ କୁମ୍ବିଂ ଅପରେସନରେ ବାହାରିଥିଲେ ସୁରକ୍ଷାକର୍ମୀ ।

ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ । ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ ଏହି ବିଭତ୍ସହତ୍ୟା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.