ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ୧୧ ଦଫା ଦାବି

0

ଭୁବନେଶ୍ୱର : ଗର୍ଜିଲେ ଅଙ୍ଗନବାଡି କର୍ମୀ ।  ରାଜଧାନୀର ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ।  ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ କର୍ମୀ ।  ୧୧ ଦଫା ଦାବି ପୂରଣ ପାଇଁ ରଣହୁଙ୍କାର ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ ।  ଅଙ୍ଗନବାଡ଼ିକର୍ମୀ ଓ ସହାୟିକାମାନଙ୍କୁ ସରକାରୀ ମାନ୍ୟତାପ୍ରଦାନ, ମାସିକ ଦରମା ସର୍ବନିମ୍ନ ୧୮୦୦୦ ଓ ସହାୟିକାମାନଙ୍କୁ ୯୦୦୦ ଟଙ୍କା ପ୍ରଦାନ କରିବା ଦବି କରିଛନ୍ତି  ।

ଅବସରକାଳୀନ ସହାୟତା ରାଶି ଦଶ ଲକ୍ଷ ଓ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ପେନସନ ୫୦୦୦ ଓ ୩୦୦୦ ଟଙ୍କା ପ୍ରଦାନ ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.