ମନ୍ମଥ, ଶ୍ରୀକାନ୍ତଙ୍କ ଯୋଡିରେ ଭଜନ ଗାଇଲେ କଣ୍ଠଶିଳ୍ପୀ ଅନୁରାଧା

0

ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଭଜନ “ଏ ଜୀବନ ତୁମଦାନ ” ଆଜି ଭୁବନେଶ୍ୱରସ୍ଥିତ ମାନବ ପ୍ରକୃତି ଷ୍ଟୁଡିଓ ରେ ରେକର୍ଡିଙ୍ଗ ହୋଇ ଯାଇଛି। ଗୀତିକାର ଶ୍ରୀକାନ୍ତ ଗୌତମଙ୍କ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର । କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ। ଗୀତଟି ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଗୀତଟି ଆମଟିଭି ଚ୍ୟାନେଲ ରେ ପ୍ରସାରିତ ହେବ।

Leave A Reply

Your email address will not be published.