କଣ୍ଠଶିଳ୍ପୀ ଅନୁରାଧା ଗାଇଲେ‌ ଗୀତିକାର ଦେବଦାସ ଛୋଟରାୟ ଗୀତ

0

ଆମ ଟିଭି ପ୍ରସ୍ତୁତ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ଜୀବନ ସାରା” ” ଆଜି ରେକର୍ଡିଙ୍ଗ ହୋଇ ଯାଇଛି।
ଓଡ଼ିଶାର ସୁନାମଧନ୍ୟ ଗୀତିକାର ଦେବଦାସ ଛୋଟରାୟଙ୍କ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି।
କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ। ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ସ୍ମୃତି ଅଡିଓ ଷ୍ଟୁଡିଓ ରେ ଗୀତ ରେକର୍ଡିଙ୍ଗ ହୋଇଥିଲା।

Leave A Reply

Your email address will not be published.