ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

0

ମାଲକାନଗିରି: ନିର୍ବାଚନ ପ୍ରଚାର ପାଇଁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପହଞ୍ଚିଛନ୍ତି। ସେ ଏମପିଭି ୮୨ ରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଚିତ୍ରକୋଣ୍ଡା ମାଥିଲିରେ ମଧ୍ୟ ନିର୍ବାଚନୀସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ଗସ୍ତ ସାରି ସେ ଆସିକା ଯିବାର କାର୍ଯ୍ୟକ୍ରମ ରହିଛି। ସେ କାଲିମେଳା, ମାଥିଲି ଏବଂ ଖଲ୍ଲିକୋଟରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.