ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଆକ୍ରମଣ; ଗିରଫ ୬ ଅଭିଯୁକ୍ତଙ୍କୁ ଜାମିନ

0

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜୁବଲୀ ହିଲ୍ସସ୍ଥିତ ଘରେ ରବିବାର କିଛି ବ୍ୟକ୍ତି ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ସେମାନଙ୍କୁ ଜାମିନ ମିଳିଯାଇଛି। ସୋମବାର ସକାଳେ ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.