ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

0

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ । ଜଣେ ସନ୍ଦିଗ୍ଧ ଅଟକ ।

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ ହୋଇଛି । ଭାନ୍ସଙ୍କ ଆମେରିକାସ୍ଥିତ ସିନସିନ୍ନାଟି ଘର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି । ଆକ୍ରମଣରେ କୌଣସି ବ୍ୟାପକ କ୍ଷୟକ୍ଷତି ହୋଇନଥିବା ବେଳେ ଘରର ଝରକା ଭାଙ୍ଗିରୁଜି ଯାଇଛି । ଭାଗ୍ୟବଶତଃ ଆକ୍ରମଣ ସମୟରେ ଭାନ୍ସ ଘରେ ଅନୁପସ୍ଥିତ ଥିଲେ । ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ପୁଲିସ ଅଟକ ରଖିଛି ।

Leave A Reply

Your email address will not be published.