ଜାତିଗଣନାକୁ ବିରୋଧ କରୁନି ବିଜେପି, ଶାହା

ଜାତିଗତ ଜନଗଣନା ପ୍ରକ୍ରିୟାକୁ ମିଳିଛି ବିଜେପିର ସବୁଜ ସଙ୍କେତ। ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ପୃଷ୍ଠଭୂମିରେ ଦଳ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…

ପୁଣି ଆଉ ଜଣେ ଓଡିଶାଙ୍କୁ ମିଳିଲା ବଡ ଦାୟିତ୍ୱ

ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ ନିଯୁକ୍ତି ପାଇଛନ୍ତି। ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଂଜନ ମିଶ୍ର। ମନୋରଂଜନ ନଭେମ୍ବର ୧ରୁ…

ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ

ଭୁବନେଶ୍ୱର : ଓଡ଼ିଶାରେ ବିମାନ ସେବାର ସଂପ୍ରସାରଣ ହେବ । ବିମାନ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ । ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁର ଦ୍ୱିତୀୟ ସିଧାସଳଖ…

ମୁକ୍ତିଲାଭ କଲା “ମାଇଁ ସ୍ବିଟ ହାଉସ ୱାଇଫ”*

ଭୁବନେଶ୍ୱର:ଆଜି ଭୁବନେଶ୍ବର ମହାରାଜା ହଲ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଓଡିଆ ଚଳଚ୍ଚିତ୍ର "ମାଇ ସୁଇଟ୍ ହାଉସ୍ ଓ୍ବାଇଫ୍" ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି। ସାରା ଓଡିଶାରେ ୨୫ଟି…

ନିର୍ବାଚନ ଲଢିବେ ନାହିଁ ଜଗନମୋହନଙ୍କ ଭଉଣୀ

ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି  ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ…

କ୍ଷମା ମାଗିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ…

୫୦୦ଟଙ୍କାରେ ମିଳିବ ଗ୍ୟାସ, ମନିଫେଷ୍ଟୋ ଘୋଷଣା କଲା ବିଜେପି

ଛତିଶଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । 'ମୋଦୀଙ୍କ ଗ୍ୟାରେଣ୍ଟି ୨୦୨୩' ଶୀର୍ଷକ ଏହି ମନିଫେଷ୍ଟୋ ପାର୍ଟି…

୨୫ ଟଙ୍କାରେ ମିଳୁଛି ପିଆଜ, ଜାଣନ୍ତୁ କେଉଁଠି

ଏବେ ପିଆଜ ଦର ଆକାଶ ଛୁଆଁ । ଖୋଲା ବଜାରରେ ଦର କେଜି ପ୍ରତି ୭୦ ରୁ ୮୦ ଟଙ୍କା ଥିବାବେଳେ ଖାଉଟି ଉପରେ ଏବେ ଚଡ଼କ ପଡ଼ିଛି । କାର୍ତ୍ତିକ ମାସରେ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ…

କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା "ମାଇଁ ଲର୍ଡ" ଏବଂ "ଇଓର୍ ଲର୍ଡସିପ୍" ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆସିଲା ଶୁଭଶଙ୍କେତ, ୧୭ରେ ପ୍ରତିଷ୍ଠା

ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୫ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ଏ ନେଇ ଆଜି ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆଜି ପ୍ରକଳ୍ପ କାର୍ୟ୍ୟ…