ବୃଦ୍ଧାଙ୍କ ପାଇଁ ମାନବିକତା ଦେଖାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ :ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି…

ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର :ଆଜିଠୁ ରାଜ୍ୟରେ ବଦଳିବ ପାଗ। ଖରାର ତାତି କମିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିବ ।…

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ଭୁବନେଶ୍ୱର :ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ…

କନକ୍ଲେଭ – ୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,…

ୟୁଟ୍ୟୁବକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟାଙ୍କ ସମ୍ପର୍କରେ ଯଦି କୌଣସି ମିଥ୍ୟା ସମ୍ବାଦ ଥାଏ ତାହାକୁ ‘ପ୍ଲାଟ୍‌ଫର୍ମ’ରୁ ହଟାଇ ଦେବା ପାଇଁ ଆଜି ଦିଲ୍ଲୀ…

ଭାରତ ଆସିବେ ପାକିସ୍ତାନ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୪ ଓ ୫ ତାରିଖରେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ…

ଅମୃତପାଲଙ୍କ ପତ୍ନୀଙ୍କୁ ଅମୃତସହର ବିମାନ ବନ୍ଦରରେ ଅଟକ

ଭୁବନେଶ୍ୱର : ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖାଯାଇଛି। ସେ ଆଜି ଇଂଲଣ୍ଡ ଯାଉଥିବା ବେଳେ ତାଙ୍କୁ ଅଟକ…

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା

ନୂଆଦିଲ୍ଲୀ :ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ଠାରେ…

ଏନସିପି ତାଲିକାରୁ ଅଜିତ ପାୱାର ଆଉଟ୍

ନୂଆଦିଲ୍ଲୀ :ଏନସିପି ସଭାପତି ଶରଦ ପାୱାରଙ୍କ ଉପସ୍ଥିତିରେ ଆସନ୍ତାକାଲି ଘାଟକୋପରରେ ବିଭାଗୀୟ କର୍ମଚାରୀଙ୍କ ଶିବିର ଅନୁଷ୍ଠିତ ହେବ । ଏହି ଶିବିରର କାର୍ଯ୍ୟକ୍ରମର ପ୍ରେସ ବିଜ୍ଞପ୍ତିରେ…