ରାଜନୀତିରୁ ଅବସର ନେବେ ସୋନିଆ, କହିଲେ ଏମିତି

ରାୟପୁର: ‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି।…

ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତରିତ ହେଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର:ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ। ତେଣୁ ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ…

ପୁଟିନଙ୍କୁ ନେଇ ଏମିତି କହିଲେ ଋଷ ସାଂସଦ

ଭୁବନେଶ୍ୱର :ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତି ବେଶୀରେ ଆଉ ବର୍ଷେ ବଞ୍ଚିବେ। ତା’ଠାରୁ ଅଧିକ ଦିନ ସେ ବଞ୍ଚିପାରିବେ ନାହିଁ। ଆମେ ଅକ୍ଟୋବର ୭ରେ ପଡ଼ୁଥିବା ତାଙ୍କର ଆଗାମୀ ଜନ୍ମ ଦିନ…

ଦିଲ୍ଲୀରେ ଆପ ବିଜେପି କାଉନସିଲର ମୁହାଁମୁହିଁ

ଭୁବନେଶ୍ୱର :ଦେଶର ରାଜଧାନୀ ଦିଲ୍ଲୀରେ ଆପ୍‌ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଜାରି ରହିଥିବା ଘମାସାନ ଚରମସୀମାରେ ପହଞ୍ଚିଛି। ଶୁକ୍ରବାର ଏମସିଡିର ସଭାଗୃହରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ…

ଭାରତ ଚାହିଁଲେ ଋଷ ଓ ୟୁକ୍ରେନ ଦୁଦ୍ଧ ବନ୍ଦ ହେବ,, ଆମେରିକା

ଭୁବନେଶ୍ୱର:ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ବଡ଼ ବୟାନ ଦେଇଛନ୍ତି। ଗୋଟିଏ ବର୍ଷ ହେଲାଣି ୟୁକ୍ରେନ ଉପରେ ଘନଘନ ହମଲା କରୁଥିବା…

ଜୀ-ସାର୍ଥକ ଆସୁଛି ଦମଦାର ରବିବାର ନେଇ

ଭୁବନେଶ୍ୱର :ଅନାବଶ୍ୟକ ପରିସ୍ଥିତି ପାଇଁ ଏହି ସପ୍ତାହରେ ଆମେ ଆପଣଙ୍କ ସହ ସମ୍ପୂର୍ଣ ରୂପେ ଯୋଡି ହୋଇପାରିଲୁ ନାହିଁ | ନିଶ୍ଚିତ ଭାବରେ ଆମେ ଆମର ପ୍ରିୟ ଦର୍ଶକଙ୍କୁ ପୁରା ସପ୍ତାହ ମିସ…

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

ଭୁବନେଶ୍ବର (୨୪/୦୨): ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରେ କାନାରା ବ୍ୟାଙ୍କର ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ” | ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ବ୍ୟକ୍ତି ବାଲେଶ୍ବରରୁ ଗିରଫ କଲା ପୋଲିସ

ବାଲେଶ୍ବର: ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ବର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର…

ଅଗ୍ନି ବୀରଙ୍କୁ ନେଇ ଏମିତି କହିଲେ ବିହାର ସମବାୟ ମନ୍ତ୍ରୀ

କଟିହାର: ଅଗ୍ନିବୀର ଯୋଜନା ‘କିନ୍ନର ସେନା’ ତିଆରି କରିବ ବୋଲି ଗୁରୁବାର ଦିନ ବିହାର ସମବାୟ ମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ସୁରେନ୍ଦ୍ର ଯାଦବ କହି ବିବାଦର ସୂତ୍ରପାତ…

ପବନ ଖେଡାଙ୍କୁ ନେଇ ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…