ଏୟାରଇଣ୍ଡିଆକୁ ଫାଇନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ପାଇଲଟଙ୍କ ପ୍ରଶିକ୍ଷଣରେ ତ୍ରୁଟି। ଡିଜିସିଏର ଯାଞ୍ଚ ବେଳେ ପାଇଲଟଙ୍କ ପ୍ରଶିକ୍ଷଣରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଛି। ଏହାପରେ ବିମାନ କମ୍ପାନୀ ଏୟାର ଏସିଆକୁ ୨୦ ଲକ୍ଷ…

ମାଟିର ମାନ ନଷ୍ଟ କରୁଛି ସାର,, ରାଷ୍ଟ୍ରପତି

ଭୁବନେଶ୍ୱର: ଆଜିକାଲି ଅତ୍ୟଧିକ ଶସ୍ୟ ଅମଳ ଆଶାରେ ଲୋକେ ନିଜ ଫସଲରେ ବହୁ ମାତ୍ରାରେ ସାର ପ୍ରୟୋଗ କରୁଛନ୍ତି। ଏହାଦ୍ୱାରା ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଫସଲ ଅମଳ ହେଉଛି ସତ ମାତ୍ର ଏହାର…

ଆଦାନୀଙ୍କ ପକ୍ଷରେ ବାହାରିଲେ ଆଇଏଏସ ଅଫିସର

ନୂଆଦିଲ୍ଲୀ : ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌କୁ ନେଇ ସମଗ୍ର ଦେଶରେ ତୁମ୍ବି ତୋଫାନ ପରିସ୍ଥିତି ଦେଖାଦେଇଛି। ଏହି ରିପୋର୍ଟ…

ଭାରତୀୟ ମହାକାଶ ଗବେଷଣା ଇତିହାସରେ ଆଉ ଏକ ସଫଳତା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇଶ୍ରୋ) ପକ୍ଷରୁ ଶୁକ୍ରବାର ସଫଳତାର ସହ ଏକ ନୂତନ ଉପଗ୍ରହକୁ…

କାର୍ଯ୍ୟକ୍ଷମ ହେଲା ଟ୍ରମ୍ପଙ୍କ ଫେସ୍ ବୁକ୍ ଓ ଇଷ୍ଟାଗ୍ରାମ ଆକାଉଣ୍ଟ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମସ୍ତ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍‌କୁ ରେଷ୍ଟୋର୍‌ (ପୁଣି ଥରେ…

ୟୁପିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମ୍ମିଳନୀ ୨୦୨୩ ଉଥଟନ

ଲ‌କ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲ‌କ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍‌ଘାଟନ କରିଛନ୍ତି। ଏହି ୩ଦିନିଆ ଉତ୍ସବରେ ଅନେକ…

ପୁଣି ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାର ପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ୨ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ସଂପର୍କରେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ୍‌…

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନିଙ୍କ ଝିଅ

ଜୟପୁର : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଜୁବିନ ଇରାନୀଙ୍କ ଝିଅ ଶନେଲ ଇରାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ରାଜସ୍ଥାନର ନାଗୌରଠାରେ ଅବସ୍ଥିତ ଐତିହାସିକ ଖିମ୍ବସର୍‌…

କରୋନାରେ ମା ବାପାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ଚାକିରି, ରାଜସ୍ଥାନ ସରକାର

ଜୟପୁର: ଶୁକ୍ରବାର ଫେବୃଆରି ୧୦ ତାରିଖ‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ…

ନବ ଦାସଙ୍କ ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ହାଇକୋର୍ଟ କଲେ ଖାରଜ

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ବାର୍ଥ ମାମଲା ନେଇ ଆଜି ଶୁଣାଣି ହୋଇଛି। ବର୍ତ୍ତମାନ ୧୧ ଦିନ…