ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ କୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀ ମୁକ୍ତ ହୋଇଛନ୍ତି। ସର୍ବୋଚ୍ଚ ନ୍ୟୟାଳୟଙ୍କ…

ପୁଣି ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ, ତେଜିଲା ଅସନ୍ତୋଷ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ ଟିପ୍ପଣି ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ବିଧାୟକ…

କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି

ନୂଆଦିଲ୍ଲୀ:  ଶନିବାର ବାର୍ କାଉନ୍‌ସିଲ୍ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ । ଏଥିରେ ସେ କହିଛନ୍ତି ଯେ ଜାମିନ୍…

ସେନାର ବଡ ସଫଳତା ଗିରଫ ହେଲେ ତିନ ଆତଙ୍କବାଦୀ

ଶ୍ରୀନଗର :  ଭାରତୀୟ ସେନା ଏବଂ ପୋଲିସ ଶ୍ରୀନଗରର ବାହାର ଅଂଚଳରୁ ୩ ଜଣ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୩ଟି AK ସିରିଜ ରାଇଫଲ, ୨ଟି ପିସ୍ତଲ, ୯ଟି ମାଗାଜିନ ଏବଂ…

ଶ୍ରୀମନ୍ଦିର ଗର୍ଭଗୃହରେ ଫଟୋ ଭାଇରାଲ

ପୁରୀ :ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି…

କାହିଁକି ଏମିତି ଆମାଜନ୍’ର ସଂସ୍ଥାପକ

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ…

ପ୍ରତୀକ୍ଷା’ର ଶୁଭମୁକ୍ତି ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ପାଇଁ ଓଡ଼ିଆ ଦର୍ଶକ ମାଧ୍ୟମ ହୁଅନ୍ତୁ :…

ଭୁବନେଶ୍ବର : ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି।…

ନିଜେ ଗଲେ ନାହିଁ ଓକିଲ ପଠାଇଲେ ଅକ୍ଷୟ ପରିଜା

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୧୨ଟାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଥିଲା। ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ତାଙ୍କ ଓକିଲ…

ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଶୁକ୍ରବାର ଏହି ସିରିଜ କ୍ରୀଡ଼ାସୂଚୀ ଘୋଷଣା ହୋଇଛି ।…

ରୂପା ଚାଦରରେ ଝଟକିବ ଗରୁଡ ସ୍ତମ୍ଭ

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ…