ଜେଲରୁ ଫେରିବା ପରେ ଏମିତି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଜେଲରୁ ବାହାରିବା ପରେ ସଞ୍ଜୟ ରାଉତ କହିଛନ୍ତି, “ମୁଁ ୧୦୦ ଦିନ ଜେଲରେ ରହିଥିଲି, ଜେଲରେ ପ୍ରତି ଘଣ୍ଟା ଶହେ ଦିନ ଭଳି ମନେହୁଏ। ୧୫ ଦିନ ପର୍ଯ୍ୟନ୍ତ ମୁଁ ସୂର୍ଯ୍ୟ କିରଣ ଦେଖି…

ଲଘୁଚାପ ପ୍ରଭାବରେ ୨୧ରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର : ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ପୁଣି ବାଣ ମାରିଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପରାମର୍ଶଦାତା ଗୋଷ୍ଠୀଙ୍କୁ ଟାର୍ଗେଟ କରିଛନ୍ତି। ଗତ କିଛି ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ…

ବର୍ଷା ପାଇଁ ବାତିଲ ହେଲେ ଭାରତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍

ୱେଲିଂଟନ: ଟି-୨୦ ବିଶ୍ୱକପ ପରେ ଆରମ୍ଭ ହେବାକୁ ଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ସୀମିତ ଓଭର ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ପ୍ରଭାବିତ ହୋଇଛି। ଆଜି ଦୁଇ ଦଳ ମଧ୍ୟରେ ୱେଲିଂଟନରେ…

ନାମାଙ୍କନ ଭରିଲେ ପ୍ରଦୀପ ପୁରୋହିତ, ସାଙ୍ଗରେ ଥିଲେ ବହୁ ବରିଷ୍ଠ ନେତା

ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିଛନ୍ତି। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି,…

ବିଧାନସଭା ଆଗରେ ଧାରଣ ଦେବ ବିଜେପି, ବିଜେଡି କହିଲା ହାସ୍ୟାସ୍ପଦ

ଭୁବନେଶ୍ୱର, ୧୭/୧୧ :ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।   ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପିର ଘୋଷଣା ପରେ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି…

ରାହୁଲ ଗାନ୍ଧିଙ୍କ ବିବାଦୀୟ ଟିପ୍ପଣୀ ପରେ, ମୁହଁ ଖୋଲିଲେ ଉଦ୍ଧବ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ନେଇ ବିବାଦ ତେଜିବାରେ ଲାଗିଛି।ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ…

କାହିଁକି ଆମାଜନ୍ ତାହା କର୍ମଚାରୀଙ୍କୁ କରିଥିଲା ଛଟେଇ,ଜାଣିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥାର ଭୟଙ୍କର ପ୍ରଭାବ। କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌। ଏନେଇ କମ୍ପାନୀ ସ୍ପଷ୍ଟ କରିଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କକୁ କମ୍ପାନୀ ଛଟେଇ…

ସୃଷ୍ଟି ହେଲେ ଲଘୁଚାପ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ…

ମୁଁ ଜଣେ ମୁଖ୍ୟମନ୍ତ୍ରୀ, କାହିଁକି ଏମିତି କହିଲେ ସୋରେନ

ରାଞ୍ଚି: ବେଆଇନ ଖଣି ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ହେମନ୍ତ ସୋରେନ୍‌ କହିଛନ୍ତି, ମୁଁ ଜଣେ…