ପୁଣି ଆଉ ଏକ ଫିଲ୍ମକୁ ନେଇ ବିବାଦ, ଅଧାରୁ ବନ୍ଦ ହେଲା ଫିଲ୍ମ

ଥାଣେ: ମରାଠୀ ଫିଲ୍ମ ‘ହର ହର ମହାଦେବ’କୁ ନେଇ ମହାରାଷ୍ଟ୍ରର ପୁଣେ ଓ ଥାଣେରେ ପ୍ରବଳ ହଙ୍ଗମା ଦେଖିବାକୁ ମିଳିଛି। ଫିଲ୍ମରେ ମରାଠା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ…

କାହିଁକି ନିଜକୁ ଗିରଫ କରିବାକୁ ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆତଙ୍କବାଦୀ କି ଦୁର୍ନୀତିଗ୍ରସ୍ତ ହୋଇଥିଲେ ମୋତେ ଗିରଫ କର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍) ଅରବିନ୍ଦ…

ପୁଣି ଚର୍ଚ୍ଚାରେ କେରଳ ରାଜ୍ୟପାଳ

ଥିରୁଅନନ୍ତପୁରମ:  ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଆଜି ରାଜଭବନ ଯାଏ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ସୋମବାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗୋଟିଏ…

ଓୱେସିଙ୍କ ଉପରକୁ ପଥର ମାଡ଼

ଅହମ୍ମଦାବାଦ: ଟ୍ରେନରେ ଯିବାବେଳେ ଓୱେସିଙ୍କ ଉପରକୁ ପଥରମାଡ ହୋଇନାହିଁ | ଗୁଜୁରାଟ ରେଳବାଇର ଜନସମ୍ପର୍କ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ବନ୍ଦେ ଭାରତ ଟ୍ରେନରେ ସେ ଯିବାବେଳେ କେହି ପଥର…

ବିଜେପି ଟିକେଟରୁ ଲଢ଼ିବେ କଂଗ୍ରେସ ଛାଡିଥିବା ନେତା

ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ।…

ଫାଇନାଲ ପୂର୍ବରୁ ଦଳର ଅଧିନାୟକ ଆହତ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟ୍‌କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ…

୯୬ ବର୍ଷରେ ପଦାର୍ପଣ କଲେ ଆଡଭାନୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର…

ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଲେ ନେତା

ସିମ୍‌ଲା: ହିମାଚଳପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ବଡ଼ ଧକ୍କା। ଜାଣିବାକୁ ମିଳିଛି ଯେ ୨୬ ଜଣ କଂଗ୍ରେସ ନେତା ନିଜ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ୍‌ ହୋଇଛନ୍ତି।…

ଭାରତକୁ ଆସିଥିବା ଚିତା ପ୍ରଥମ ଥର ପାଇଁ ଶିକାର କଲା ହରିଣ

ନୂଆଦିଲ୍ଲୀ: ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତବାଘଙ୍କୁ ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି…

ଅବସର ନେଲେ ଜଷ୍ଟିସ ଲଲିତ

ନୂଆଦିଲ୍ଲୀ: ସୋମବାର ଦେଶର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଥିଲା ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ। ତାଙ୍କ…