ମୋ ସରକାରକୁ ଗଲା ରାଜ୍ୟର ଆଉ ଏକ ସଂସ୍ଥା

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିୟୋଜିତ ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଗୁରୁତ୍ବପୂର୍ଣ୍ଣ…

ନବ ଦାସଙ୍କ ହତ୍ୟା ମାମଲା, ସିନ କ୍ରିଏସନ୍ କରି ଦେଖାଇଲା ଗୋପାଳ

ଝାରସୁଗୁଡା: ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି। ତଥାପି ହତ୍ୟାର କାରଣ…

ରାଜସ୍ଥାନ ପରେ ମହାରାଷ୍ଟ୍ର କଂଗ୍ରେସରେ ପୁଣି ନୂଆ ନାଟକ,ଜାଣନ୍ତୁ କଣ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ୍‌ ମଙ୍ଗଳବାର ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଥୋରାଟ୍‌ଙ୍କ ସହଯୋଗୀ…

ରାଜ୍ୟରେ କମିବ ଶୀତ ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢ଼ିବା ସହ ଶୀତର ପ୍ରକୋପ କମିବ। ଆଗକୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି। ଭୁବନେଶ୍ୱର…

ଶପଥ ନେଲେ ଏଲ୍ ଭିକ୍ଟୋରିଆ ଗୌରୀ

ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। କଲେଜିୟମ ଏହା ଉପରେ ବିଚାର କରି ନିଷ୍ପତ୍ତି ନେଇସାରିଛି। ଭିକ୍ଟୋରିଆଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଅପିଲ୍‌ରେ କୁହାଯାଇଥିଲା ଯେ,…

ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ପୁଣି ବଡ଼ ହୃଦୟର ପରିଚୟ ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ…

ଧର୍ମାନ୍ତରୀକରଣ ଆବେଦନ ଉପରେ ୧୭ ମାର୍ଚ୍ଚରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ। ବେଆଇନ ଧର୍ମାନ୍ତରୀକରଣ ଏବଂ ଧର୍ମାନ୍ତରୀକରଣ ବିରୋଧରେ…

ତୁର୍କୀ ଭୂମିକମ୍ପ ୩ହଜାରରୁ ଉର୍ଦ୍ଧ୍ଵ ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩,୮୦୦ ଟପିଯାଇଛି।…

କ୍ଷମା ପ୍ରାର୍ଥନା ବିଚାରକୁ ବିଳମ୍ବ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗ ଉପରେ ଆଇନଜୀବୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ନିବେଦନର ଶୁଣାଣିକୁ ବିଳମ୍ବ କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହା ଉପରେ କଡ଼ା ଟିପ୍ପଣୀ କରିଛନ୍ତି…

ତୁର୍କୀରେ ଭୂମି କମ୍ପ, ୩୬୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ଭୟଙ୍କର ଭୂମିକମ୍ପ ପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା। ତୁର୍କୀ ଓ ସିରିୟାରେ ପ୍ରଚଣ୍ଡ ଭୂମିକମ୍ପ ହୋଇଛି। ଏଠାରେ ତାସ୍‌ ପରି ଭୁଶୁଡି ଯାଇଛି ବଡ଼ ବଡ଼ କୋଠା। ଆଜି ଭୋରୁ ଅନୁଭୂତ…