ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହିଛି। ଏହି ଯାତ୍ରାର ନେତୃତ୍ବ ନେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଭାରତ ଯୋଡ଼ ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ…

ଦିଲ୍ଲୀରେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଦିଲ୍ଲୀର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରିଛି।…

ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍ପ କମଲ ଦହଲ

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍ପ କମଲ ଦହଲ। ତୃତୀୟ ଥର ପାଇଁ ସେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ…

ଶତ୍ରୁ ଚେକ୍ ଦେବ ପ୍ରଳୟ ମିସାଇଲ୍

ନୂଆଦିଲ୍ଲୀ: ସାବଧାନ୍ ଚୀନ୍ ଓ ପାକିସ୍ତାନ। ଔଦ୍ଧତ୍ୟର ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ। ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି। ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ…

ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ। ବୃନ୍ଦାବନର ଠାକୁର ଶ୍ରୀ ପ୍ରୀୟାକାନ୍ତଜୀ ମନ୍ଦିରର ପ୍ରତିଷ୍ଠାତା ଦେବକୀନନ୍ଦନ ମହାରାଜଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ସାଉଦୀ…

ସ୍କୁଲରେ ପିଲା ପିନ୍ଧିବେ ମାସ୍କ

ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ…

କାହିଁକି ଏମିତି କହିଲେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

ଶିବମୋଗା: ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ…

ସେନାରେ ସାମିଲ ହେବେ ପ୍ରଥମ ବ୍ୟାଚ ଅଗ୍ନିବୀର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଚୟନ ହୋଇଥିବା ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନେ ତାଲିମ ପାଇଁ ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ପ୍ରାୟ ୨୦୦ ଜଣ ଆଶାୟୀଙ୍କୁ ଶାରୀରିକ, ମେଡିକାଲ, ରିଟିନ…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଝଟକା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଓ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତିକୁ ଶକ୍ତ ଝଟକା ଲାଗିଛି। କେସିଆରଙ୍କ ଦଳର କିଛି ବିଧାୟକଙ୍କୁ ବିଜେପି କିଣି…

କରୋନା ପାଇଁ ରାଜ୍ୟକୁ ଏହି ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର ଦିନ ନୂଆ କୋଭିଡ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭବିଷ୍ୟତରେ…