କୋର୍ଟରେ ଉଠିଲା ୧୪୪ ଧାରା, ସ୍ଵଭାବ ହେଲା ପରିସ୍ଥିତି

ସମ୍ବଲପୁର : ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪…

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।

ଭୁବନେଶ୍ୱର :ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ଭୁବନେଶ୍ୱର ସର୍କିଟଆଉସ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ସେବାୟତ ନିଯୋଗ ସହ ବସିଥିବା ବୈଠକରେ…

କରୋନାକୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି। ସେ…

ଜଷ୍ଟିସ୍ ବି.ଭି ନାଗରତ୍ନା ବିମୁଦ୍ରୀକରଣ ନେଇ ଏମିତି କହିଲେ

ନୂଆଦିଲ୍ଲୀ: ୫ ବର୍ଷ ପୂର୍ବେ ହୋଇଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବୈଧ ବୋଲି କହିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ଖଣ୍ଡପୀଠରେ ଦ୍ୱିମତ…

ନୂଆ ବର୍ଷ ଆରମ୍ଭରେ ମଧ୍ୟ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ

ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି…

କାହିଁକି ଏମିତି କହିଲେ ଦିଲ୍ଲୀ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି ବୋଲି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ କାର୍‌ରେ ଲାଖି କିଛି କିଲୋମିଟର୍‌ ଘୋଷାଡ଼ି ହୋଇଯାଇ ମୃତ୍ୟୁବରଣ କରିଥିବା…

କାହିଁକି ବାରମ୍ବାର ନିଜ ଦଳକୁ ଟାର୍ଗେଟ କରୁଛନ୍ତି, ଉମା ଭାରତୀ

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ଲଗାତାର ବିଜେପି ନେତୃତ୍ବକୁ ଚାଲେଞ୍ଜ କରୁଛନ୍ତି। ଉମା ଭାରତୀ ନିକଟରେ ୨ ଥର ବିଜେପି ବିରୋଧୀ ଟିପ୍ପଣୀ…

ଚୀନ ଦେଲା ଭାରତକୁ ଶାନ୍ତି ପ୍ରସ୍ତାବ

ୱାସିଂଟନ୍‌: ପରିସ୍ଥିତିକୁ ଶାନ୍ତ କରିବା ସହିତ ସୀମାନ୍ତରେ ମିଳିତଭାବେ ଶାନ୍ତି ରକ୍ଷା କରିବା ପାଇଁ ଉଭୟ ପକ୍ଷ ଆଗ୍ରହୀ ବୋଲି ଭାରତ ଓ ଚୀନ୍‌ ସୀମାନ୍ତ ପ୍ରସଙ୍ଗରେ ଚୀନ୍‌ର ନୂଆ ବୈଦେଶିକ…

ରାୟଗଡ଼ା ଏସ୍‌ପିଙ୍କୁ NHRC ନିର୍ଦ୍ଦେଶ , ୪ ସପ୍ତାହରେ ରିପୋର୍ଟ ଦାଖଲ କର

ରାୟଗଡ଼ା : ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ…

ଆତଙ୍କବାଦୀଙ୍କ ବର୍ବର୍ କାଣ୍ଡ, ଘରେ ପଶି ମାରିଲେ ଗୁଳି

ଶ୍ରୀନଗର: ପୁଣି ଘାଟିରେ ଟାର୍ଗେଟ୍ କିଲିଂ। ଘରେ ପଶି ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ। ଏଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିସହ ୯ ଜଣ ଆହତ…