ରାଜରାଜଶ୍ୱେର ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ

ପୁରୀ(ଆମ ଟିଭି): ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ପବିତ୍ର ଦଶହରା। ଏହି ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ…

ଲୋକଙ୍କୁ ମଦ ଓ କୁକୁଡ଼ା ବାଣ୍ଟିଲେ TRS ନେତା

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର…

କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରଚାର କରୁଥିବା ଥରୁର ଦାବି କରିଛନ୍ତି ଯେ ଦଳର କିଛି ନେତା ତାଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କୁ ଅଭିଯୋଗ କରିଥିଲେ। ଏଥିସହ…

ଶାନ୍ତିର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସମେତ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ୟୁକ୍ରେନ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ…

ନୀତିଶଙ୍କୁ ନେଇ ଏମିତି କିଛି କହିଲେ ପ୍ରଶାନ୍ତ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ନୀତୀଶଙ୍କ ସହ ସାକ୍ଷାତ ସମୟରେ ତାଙ୍କୁ…

ପୁଣି ଉଦ୍ଧବଙ୍କୁ ଟାର୍ଗେଟ କଲେ ଏକନାଥ

ମୁମ୍ବାଇ: ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଦଶହରା ମେଳା ପୂର୍ବରୁ ମହାରାଷ୍ଟ୍ରର ରାଜନୈତିକ ବାତାବରଣ ଉତ୍ତପ୍ତ ହୋଇଛି। ଉଦ୍ଧବ ଠାକୁର ଦାଦରର ଶିବାଜୀ ପାର୍କରେ ଦଶହରା ସମାବେଶ…

ଭୁବନେଶ୍ୱରରେ ଖୋଲିଲା ୟାମହାର ବ୍ଲ୍ୟୁ ସ୍କୋୟାର ସୋରୁମ

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଖୋଲିଛି ୟାମହାର ନୂଆ ସୋରୁମ । ‘କେ ଟୁ କେ ଅଟୋ ମୋଟିଭ୍ ବ୍ୟାନରରେ ଖଣ୍ଡିଗିରି ଠାରେ ଏହି ନୂଆ ସୋରୁମ ଖୋଲିଛି । ଏଠାରେ ୟାମହାର ସମସ୍ତ ପ୍ରକାର…

ପୁଣି ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଘାଟିରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଶୋପିଆନ୍‌ର ଦ୍ରାଚରେ ହୋଇଥିବା ଏହି ଗୁଳିବିନିମୟରେ ସେନା ଗୁଳିରେ ୩ ଆତଙ୍କବାଦୀ ସଫା ହୋଇଛନ୍ତି।…

ପୁଣି ଉପ ରାଜ୍ୟପାଳ ଓ ଦିଲ୍ଳୀ ସରକାର ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ…

ପୁଣି ଭାରତ ଯୋଡୋ ଯାତ୍ରାକୁ ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ,୦୪/୧୦: ପୁଣି ଭାରତ ଯୋଡୋ ଟାର୍ଗେଟ କରିଛି ବିଜେପି ।  କଂଗ୍ରେସ ସୋମବାର କହିଛି ଯେ ତାହାର ‘ଭାରତ ଯୋଡ଼’ର ପ୍ରଭାବ ହେଉଛି ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର (ଆରଏସଏସ)…