ନିରାଶ ହେଲେ ଜଗବନ୍ଧୁ ମିଳିଲାନି ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାଶ୍ର ଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଜଗବନ୍ଧୁ ଜାମିନ ଆବେଦନ…

ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ ଦେଖି ଚୀନ ଛାନିଆ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଏଲଏସିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା। ଏପରି ମିଳିତ ସମରାଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା…

ପରଦାକୁ ଫେରିଛନ୍ତି ଫରଦିନ ଖାନ

ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ବଲିଉଡ୍ ଅଭିନେତା ଫରଦିନ ଖାନ ଫିଲ୍ମ ସ୍କ୍ରିନରୁ ଦୂରରେ ଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ସେ ପୁଣି ବଡ ପରଦାକୁ ଫେରୁଛନ୍ତି। ଗତ ବର୍ଷ ରିତେଶ ଦେଶମୁଖଙ୍କ…

ଏକାଠି ହେଲେ ପାଇଲଟ ଗେହଲଟ

ଜୟପୁର: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ‘ଗଦ୍ଦାର ବିବାଦ’ ପରେ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟ। ଗୋଟିଏ…

୧୭ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର : ବିଧାନସଭା ଚାଲିଥିବାରୁ ସରକାର ଏ ନେଇ ଗତକାଲି କିଛି ସୂଚନା ଦେଇ ନ ଥିଲେ। ଆଜି ଗୃହକୁ ଅବଗତ କରିବା ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ସମୁଦାୟ ୧୨ଟି ବିଭାଗର ୧୭ଟି…

ଭାରତକୁ ନେଇ ଆମେରିକା ଚିନୀ ମୁହାଁମୁହିଁ

ୱାଶିଂଟନ: ଭାରତ ସହ ଚାଇନାର ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଆମେରିକାର ଅଧିକାରୀମାନଙ୍କୁ ଚେତାବନୀ ଦେଇଛି ବେଜିଂ। ପେଣ୍ଟାଗନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏପରି ତଥ୍ୟ…

ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଉଭୟ ଦେଶ ପାଇଁ ବିପଦ, କହିଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ, ସୀମାପାର ଆତଙ୍କବାଦ ଏବଂ ଆଇଏସ୍‌ଆଇଏସ୍ ଦ୍ବାରା ଅନୁପ୍ରେରିତ ଆତଙ୍କବାଦ ମାନବତା ପ୍ରତି…

ଖବର ପ୍ରସାରଣକୁ ନେଇ ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ବର : ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍। ‘ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ (ଏବିୟୁ) ଜେନେରାଲ…

ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

କଟକ: ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‌ ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପଡ଼ିଛି। ଆଜି ୧, ୨, ୩, ୪ ଶେଷ ନମ୍ୱର୍ ପାଇଁ ଅନ୍ତିମ ତାରିଖ ଥିବା ବେଳେ ସମୟ ସୀମା ବୃଦ୍ଧି କରିବାର ନିଷ୍ପତ୍ତି…

ସରକାରଙ୍କୁ ଘେରିଲେ ବିରୋଧୀ ଗୃହ ୪ଟା ଯାଏ ମୁଲତବୀ

ଭୁବନେଶ୍ବର: ବିଧାନସଭା ପୁଣି ଶିକ୍ଷକ ଆନ୍ଦୋଳନକୁ ନେଇ ଅଚଳ ହୋଇଛି। ଆଜି ବିରୋଧୀ ଦଳର ସଦସ୍ୟମାନେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଗୃହରେ ପ୍ରବଳ ହଟଗୋଳ କରିଥିଲେ। ବହୁ ବିଧାୟକ…