ଶେଷରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ, ଆଜିଠାରୁ ଧରିବେ ଷ୍ଟିୟରିଂ
ଭୁବନେଶ୍ବର(ଆମ ଟିଭି): ଶେଷରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ। ଆଜିଠାରୁ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଧରିବେ। ଏ ନେଇ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ…
Recover your password.
A password will be e-mailed to you.