ଟି-୨୦ ବିଶ୍ୱକପରେ ଆଜି ବଡ଼ ମୁକାବିଲା, ବିଜେତା ଦଳ କାଟିବେ ସେମିଫାଇନାଲ୍ ଟିକେଟ୍

ଇଡେନ୍ ଗାର୍ଡେନରେ ଆଜି ବଡ଼ ମୁକାବିଲା। ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ମୁହାଁମୁହିଁ ହେଲେ ଦୁଇଦୁଇଥରର ବିଜେତା ଭାରତ ଓ ୱେଷ୍ଟଇଣ୍ଡିଜ। ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ୭ଟା ବେଳେ…

ରାତି ଅଧରେ ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା, ଘଟଣାର ତଦନ୍ତ କରୁଛି ପୋଲିସ

ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା ।…

ବାସ୍ତୁ ଅନୁଯାୟୀ ରଙ୍ଗ ବାଛନ୍ତୁ, ଘରେ ଆସିବ ସକାରାତ୍ମକ ଶକ୍ତି

ଭୁବନେଶ୍ବର (ଆମ ଟିଭି): ବାସ୍ତୁ ଶାସ୍ତ୍ରରେ ରଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରଙ୍ଗର ନିଜସ୍ୱ ଶକ୍ତି ଓ ତରଙ୍ଗ ରହିଛି, ଯାହା ମଣିଷର ମନୋଭାବ, ଆଚରଣ ଓ ଜୀବନର ଘଟଣାକୁ…

ବିବାହରେ ସମସ୍ୟା ଆସୁଛି କି ? କରନ୍ତୁ ଏହି ଉପାୟ

ଭୁବନେଶ୍ବର (ଆମ ଟିଭି): ହିନ୍ଦୁ ଧର୍ମରେ ୧୬ଟି ସଂସ୍କାର ମଧ୍ୟରୁ ବିବାହ ସଂସ୍କାରକୁ ଅତ୍ୟନ୍ତ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଏହା କେବଳ ଦୁଇଜଣ ବ୍ୟକ୍ତିଙ୍କର ନୁହେଁ, ଦୁଇଟି…

କେମିକାଲ୍‌ ଛାଡ଼ନ୍ତୁ, ପ୍ରାକୃତିକ ଉପାୟରେ ହଟାନ୍ତୁ ରୁପି

ଭୁବନେଶ୍ବର (ଆମ ଟିଭି): ଆପଣଙ୍କର ରୁପି (Dandruff) ସମସ୍ୟା ରହିଛି କି? ତେବେ ନିଶ୍ଚୟ ଏହି ସହଜ ଘରୋଇ ଉପାୟଟି ଅନୁସରଣ କରନ୍ତୁ। ବର୍ତ୍ତମାନର ଅସୁସ୍ଥ ଲାଇଫଷ୍ଟାଇଲ, ଅଧିକ କେମିକାଲ୍‌…

ସ୍ମାର୍ଟ ୱାଚ୍ ପିନ୍ଧିବା ଅଭ୍ୟାସ ଆଣିପାରେ ଭୟଙ୍କର ରୋଗ

ଭୁବନେଶ୍ବର (ଆମ ଟିଭି): ବର୍ତ୍ତମାନ ସମୟରେ ସ୍ମାର୍ଟ ୱାଚ୍ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କରୁଛନ୍ତି ଆଜିର ଯୁବପିଢୀ । କିନ୍ତୁ ଏହି ସ୍ମାର୍ଟ ୱାଚ୍…

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ଚାରିକାନ୍ଧ”, ୩୭ମିନିଟରେ ଭାବବିହ୍ୱଳ ହେଲେ ଦର୍ଶକ

ଭୁବନେଶ୍ବର (ଆମ ଟିଭି): ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ବଡ଼ ପରଦାରେ ମୁକ୍ତିଲାଭ କରିଛି l ଯାହାର ପ୍ରିମିୟର ଶୋ ଭୁବନେଶ୍ୱର ସ୍ଥିତ…

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆଜିଠାରୁ ଆମରଣ ଅନଶନ

ଭୁବନେଶ୍ଵର,୨୭/୦୨: ଫେବୃଆରୀ 20 ରୁ ରାଜଧାନୀର ଲୋୟର୍ ପିଏମଜି ରେ ଗଣ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟବ୍ୟାପୀ ସରକାରୀ…

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା; ଅପରାହ୍ନ ୫ଟାରେ ବସିବ ବୈଠକ

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା । ଅପରାହ୍ନରେ ରାଜ୍ୟସଭା ପ୍ରାର୍ଥୀକୁ ନେଇ ଆଜି ବିଜେଡିର ବଡ଼ ବୈଠକ। । ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଓଡ଼ିଶାର ଚାରୋଟି ଆସନରେ ରାଜ୍ୟସଭା…