ସଂସଦରେ ସରକାର ବିରୋଧୀ ମୁହାଁମୁହିଁ, ଏପଟେ ରାହୁଲଙ୍କୁ ଭେଟିଲେ ମୋଦି

ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ…

୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ବିଜେଡି ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ିଲାଣି। କିଛିଦିନ ପୂର୍ବରୁ ବ୍ରହ୍ମୁପୁର ମେୟର ସଂଘମିତ୍ରା ଦଳେଇଙ୍କ ବିରୋଧରେ ୨୫ କର୍ପୋରେଟର ଏକାଠି ହୋଇ ପ୍ରେମମିଟ୍‌ କରିବା ଅସନ୍ତୋଷକୁ…

କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା ଆଣିଲା ରୁଷ; କ୍ୟାନସର ପାଇଁ ପ୍ରସ୍ତୁତ ହେଲା ଟିକା

କର୍କଟ ରୋଗ ବିରୋଧ ଲଢ଼େଇରେ ସମଗ୍ର ବିଶ୍ୱ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ରୁଷିଆ କ୍ୟାନସର ପାଇଁ ନିଜର ଏମଆରଏନଏ ଟିକା ବିକଶିତ କରିଛି, ଯାହା ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବ ।…

ତୃତୀୟ ଦିନରେ ଓଡ଼ିଶା ଓପନ୍‌ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ମହୋତ୍ସବ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବର ତୃତୀୟ ଦିନର ଖେଳ ଶେଷ ହୋଇଛି ଯାହା ଡିସେମ୍ବରରୁ ୧୫ ରୁ ୨୨ ପର୍ଯ୍ୟନ୍ତ ସୋଆ ବିଶ୍ଵବିଦ୍ୟାଳୟ…

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ (ଆମ ଟିଭି):  ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ ସଭରେ ‘ଏକ ଦେଶ ଏକ…

ପ୍ରମିଳାଙ୍କ ଭାଇଙ୍କ ଘରେ ପଶିଲା ଇଡି

ଭୁବନେଶ୍ୱର (ଆମ ଟିଭି): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି…

୫ ଦିନିଆ ଗସ୍ତରେ ଦିଲ୍ଲୀ,ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱାର (ଆମ ଟିଭି): ଗରୁବାରଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ପରେ ଦିଲ୍ଲୀରେ ୫୫ତମ ଜିଏସ୍ଟି…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଆର୍‌. ଅଶ୍ବିନ୍

ନୂଆଦିଲ୍ଲୀ (ଆମ ଟିଭି):  ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ଆର୍‌.ଅଶ୍ଵିନ ।  ଅବସର ନେଇ ଘୋଷଣା କରିଛନ୍ତି କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ଵିନ୍ ।…

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ “ରଙ୍ଗଶୁର” ର ଟ୍ରିଜର, ଜାନୁଆରୀ ୧୨ରେ ମୁକ୍ତିଲାଭ

ଭୁବନେଶ୍ବର (ଆମ ଟିଭି):   ମୁନ୍ ଟିଭି ଏବଂ ପ୍ରକାଶ ଫିଲ୍ମସ୍ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ “ରଙ୍ଗଶୁର’'ର ଟ୍ରେଲର ବହୁତ ଲୋକାଦୃତ ହେବା ପରେ ଟ୍ରିଜର ମଧ୍ୟ…

ଓଡ଼ିଶା ଓପନ୍‌ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ମହୋତ୍ସବର ଦ୍ଵିତୀୟ ଦିନ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବ ୧୫ ଡିସେମ୍ବରରୁ ସୋଆ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ-୨ରେ ଆରମ୍ଭ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପହଞ୍ଚିଛି l…