ବିବାହ କରିବା ପରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତା ଅନୁଭବ ମହାନ୍ତି ଏବଂ ଜାଗୃତି

ପୁରୀ(ଆମ ଟିଭି): ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ନୂଆ ପତ୍ନୀ ଜାଗୃତି ଶୁଳ୍କା। ବିବାହ କରିବା ପରେ ଆଜି ପୁରୀ ଯାଇ ଉଭୟ…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ, ଜାଣନ୍ତୁ କଣ ରହିଛି କାରଣ?

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି  ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା; ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା

ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି,…

କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା

ଭୁବନେଶ୍ୱର (ଆମ ଟିଭି): ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଆଜି ଆଇପିଏଲର ଉଦଘାଟନୀ ମ୍ୟାଚରେ କେକେଆର ଏବଂ ଆରସିବି ମଧ୍ୟରେ ମୁକାବିଲା: ଜାଣନ୍ତୁ କିପରି ରହିବ ପାଗ?

ନୂଆଦିଲ୍ଲୀ(ଆମ ଟିଭି): ଆଜି ସନ୍ଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହା ଆଇପିଏଲ୍ 2025 ର ପ୍ରଥମ ମ୍ୟାଚ୍ ହେବ।…

ବିକ୍ରି ହେଲା ଟ୍ୱିଟରର ଆଇକନିକ ନୀଳ ପକ୍ଷୀ ଲୋଗୋ, ଜାଣନ୍ତୁ କେତେରେ ହେଲା ନିଲାମ?

ନୂଆଦିଲ୍ଲୀ(ଆମ ଟିଭି): ଟ୍ୱିଟରର ପରିଚୟ ଦୀର୍ଘ ଦିନ ଧରି ନୀଳ ପକ୍ଷୀ ହୋଇଆସୁଛି। କିନ୍ତୁ ଯେହେତୁ ଏଲୋନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଦାଖଲ କରିଛନ୍ତି, ସେଥିରେ ଗୋଟିଏ ପରେ…

ଆହୁରି ୩ ଦିନ ଭିଜିବ ଓଡ଼ିଶା, ୧୨ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର (ଆମ ଟିଭି): ଆହୁରି ୩ ଦିନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା । କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଯାଏଁ କାଳ ବୈଶାଖୀ ବର୍ଷା ଜାରି ରହିବ…

୨ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା (ଆମ ଟିଭି): ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ତାଙ୍କର…

AAP ଦଳରେ ବଡ ପରିବର୍ତ୍ତନ: ମନୀଷ ସିସୋଦିଆଙ୍କୁ ମିଳିଲା ବଡ ଦାୟିତ୍ଵ, ବଦଳିଲେ ଦିଲ୍ଲୀର ସଭାପତି

ନୂଆଦିଲ୍ଲୀ (ଆମ ଟିଭି): ଆମ୍ ଆଦମୀ ପାର୍ଟି (AAP) ଆଜି ଏକ ବଡ ନିଷ୍ପତ୍ତି ନେଇ ଦିଲ୍ଲୀର ପୂର୍ବତନ ବିଧାୟକ ସୌରଭ ଭରଦ୍ୱାଜଙ୍କୁ ଦଳର ସଭାପତି କରିଛି। ସେ ପୂର୍ବତନ ମନ୍ତ୍ରୀ ଗୋପାଳ ରାୟଙ୍କ…