ପୁଣି ଅଳ୍ପକେ ବର୍ତ୍ତିଲା କଟକ ବଡ଼ ମେଡିକାଲ, ନନ ଟ୍ରମା କାଜୁଆଲଟିରେ ନିଆଁ

କଟକ: କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ ।…

ବଢ଼ୁଛି ଗରମ – ଡିହାଇଡ୍ରେସନ ଓ ଡାଇରିଆ ଆଶଙ୍କା! କିପରି ରହିବେ ସତର୍କ?

ରାଜ୍ୟରେ ଉପରମୁହାଁ ପାରଦ। ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଅତ୍ୟଧିକ ଗରମ ହେବା ଫଳରେ ଲୋକମାନଙ୍କ ମଧ୍ୟରେ ଡିହାଇଡ୍ରେସନ (ଶରୀରରେ ଜଳ ଅଭାବ) ଓ ଡାଇରିଆ ଭଳି…

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତା ରବିବାର ଦେଖନ୍ତୁ ୱାର୍ଲଡ ଟେଲିଭିଜନ ପ୍ରିମିୟରରେ ନାରୀ ସଂଘର୍ଷର ଅପୂର୍ବ…

ଓଡ଼ିଶାର ଘରେ ଘରେ ପରିଚିତ ତଥା ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ 'ଜୀ-ସାର୍ଥକ' ପକ୍ଷରୁ ଦର୍ଶକଙ୍କ ପାଇଁ ଏକ ଚମତ୍କାର ଭେଟି। ନିଜର ଉନ୍ନତ ବିଷୟବସ୍ତୁ ଓ ନିଛକ କାହାଣୀ ପାଇଁ ହୃଦୟ ଜିତିଥିବା…

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀସ୍ଥିତ ନେସନାଲ ମିଡିଆ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଛି। ପରିସ୍ଥିତିର ପରିବର୍ତ୍ତନ ଉପରେ…

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ରେଳବାଇ ଅଭୂତପୂର୍ବ ବିସ୍ତାର ଏବଂ ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି। ଦେଶରେ ରେଳ ବିକାଶ ପାଇଁ ୨୦୨୬-୨୭ କେନ୍ଦ୍ର ବଜେଟରେ ରେକର୍ଡ ୨.୭୮ ଲକ୍ଷ କୋଟି ଟଙ୍କା…

ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଘନିଷ୍ଠ ହେଉଥିବା ଯୁଦ୍ଧ ସଙ୍କଟ ଭାରତର ରୋଷେଇ ଗ୍ୟାସ ଯୋଗାଣ ଶୃଙ୍ଖଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ…

ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍

ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…

ବିଜୁ-ନବୀନ ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ ପଟ୍ଟନାୟକ

ଟ୍ରଷ୍ଟ ଗଠନ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସେ ନିଶ୍ଚିତ କରିଛନ୍ତି ଯେ ଟ୍ରଷ୍ଟ ଗଠନ କରିବା ତାଙ୍କର ନିଷ୍ପତ୍ତି ଥିଲା ଯାହାର ଦଳ…

କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ ।  କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ…

ଚୈତ୍ର ନବରାତ୍ରୀ ୨୦୨୬: ପାଲିଙ୍କି ବାହାନରେ ମା’ଙ୍କ ଆଗମନ, କେମିତି ରହିବ ପ୍ରଭାବ?

ହିନ୍ଦୁ ଧର୍ମର ଅତ୍ୟନ୍ତ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ଏହି ପର୍ବର ଆରମ୍ଭ ହୋଇଥାଏ ଏବଂ ନବମୀ ପର୍ଯ୍ୟନ୍ତ…