ଇସ୍କନ କୁ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ ଲାଇନ; ଅଦିନିଆ ରଥଯାତ୍ରା ବନ୍ଦ ନକଲେ ମାର୍ଚ୍ଚ ପରେ ଆଇନର ଆଶ୍ରୟ : ଗଜପତି

ଭୁବନେଶ୍ୱର (ଆମ ଟିଭି): ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ ସାମ୍ବାଦିକ ସମ୍ମିଳନୀ। ହଷ୍ଟନ ଓ ନାଇଜେରିଆର ହେଉଛି ରଥଯାତ୍ରା । ଆସନ୍ତା ୯ରେ ଇସ୍କନ ପକ୍ଷରୁ ଆୟୋଜିତ ହୋଇଛି ରଥଯାତ୍ରା ।…

ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ?

ନୂଆଦିଲ୍ଲୀ (ଆମ ଟିଭି); ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ…

ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି; ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ…

ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର (ଆମ ଟିଭି): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା…

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ: ଧମକ ପରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର (ଆମ ଟିଭି ):  ବିମାନରେ ବୋମା ଆତଙ୍କ। ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ। ବିମାନରେ…

ଦ୍ୱିତୀୟ ଥର ବିବାହ କଲେ ସନୀ ଲିଓନୀ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ(ଆମ ଟିଭି): ବଲିଉଡ ଅଭିନେତ୍ରୀ ତଥା ଡେଟିଂ ରିଆଲିଟି ଶୋ’ “ ସ୍ପ୍ଲିର୍ଟ୍ସ ଭିଲ୍ଲା” ହୋଷ୍ଟ ସନୀ ଲିଓନ୍ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୌଣସି ହିନ୍ଦୀ ଫିଲ୍ମ…

ଲାହୋରରେ ୧୦୦୦ ଛୁଇଁଲା AQI, ସ୍କୁଲ ବନ୍ଦ ପାଇଁ ଆଦେଶ, ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ ପ୍ରାଥମିକ ସ୍କୁଲକୁ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି ।…

ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତ; ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତ ।  ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା…

ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ପ୍ରାଥମିକ ଆକଳନ ଅନୁସାରେ ହୋଇଛି…

ଭୁବନେଶ୍ୱର (ଆମ ଟିଭି): ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି।…

କହିଲେ, ଆଗକୁ ରାଜନୀତିରେ ଘଟିବ ବଡ ଘଟଣା; ଅମର ଶତପଥୀଙ୍କ ବଡ ବୟାନ

ଭୁବନେଶ୍ୱର (ଆମ ଟିଭି): ଆଗାମୀ  ଦିନରେ ରାଜ୍ୟରେ ବଡ଼ ରାଜନୈତିକ ଘଟଣା ଘଟିବ। ଏହା କହିଛନ୍ତି  ପୂର୍ବତନ ବିଧାୟକ ଅମର ଶତପଥୀ । ବର୍ତ୍ତମାନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ସହ ରାଜନୈତିକ…