ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି…

ବିଜେପିର ଦିଲ୍ଲୀ ବିଜୟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର !!

ଭୁବନେଶ୍ବର(ଆମ ଟିଭି): ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ଦିଲ୍ଲୀ ବିଧାନସଭାରେ ଯେପରି ଆସନ ହାସଲ କରିଛି ତାହା ଏକ ରେକର୍ଡ। ସାରା ଦେଶରେ…

ଦୁବାଇରେ ନୂଆ ଘର କିଣିଲେ ସାନିଆ ମିର୍ଜା: ଜାଣନ୍ତୁ ଏହାର ମୂଲ୍ୟ କେତେ?

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଦୀର୍ଘ ବର୍ଷ ଧରି ଦୁବାଇରେ ରହୁଛନ୍ତି। ତଥାପି ସେ ମଧ୍ୟ ଭାରତ ଯିବା ଆସିବା କରନ୍ତି। ସାନିଆ ମଧ୍ୟ କିଛି ସମୟ ପୂର୍ବରୁ…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ୨ୟ ଦିନିକିଆ: କୋହଲି ଖେଳିଲେ କାହାକୁ ମିଳିବ ଛୁଟି?

ଭୁବନେଶ୍ଵର(ଆମ ଟିଭି): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ ପାଇଁ କଟକ ଠାରେ ଟିମ୍ ଇଣ୍ଡିଆ ବହୁତ ଝାଳ ବୁହାଇଛି। ଆହତ କାରଣରୁ…

‘ଏଥର ବଙ୍ଗଳାର ପାଳି..’: ଦିଲ୍ଲୀରେ ବିଜେପିର ବିପୁଳ ବିଜୟ ପରେ କହିଲେ ଶୁଭେନ୍ଦୁ ଅଧିକାରୀ

କଲିକତା (ଆମ ଟିଭି): ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିଜେପିର ଐତିହାସିକ ବିଜୟକୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି…

ପାରାଦ୍ଵୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ଭୁବନେଶ୍ୱର (ଆମ ଟିଭି): ଆଜି ପୂର୍ବାହ୍ନରେ ପାରାଦ୍ବୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଡଃ ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ…

ଆସନ୍ତାକାଲି ୧୮ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର (ଆମ ଟିଭି): ଶନିବାର ଅର୍ଥାତ୍‌ ଫେବୃଆରୀ ୮ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା…

ସୁପର ସଣ୍ଡେରେ ବାରବାଟୀରେ ସୁପର ସୋ; ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ

ଭୁବନେଶ୍ବର (ଆମ ଟିଭି):  ଓଡ଼ିଶାକୁ  ଚଢିଲାଣି କ୍ରିକେଟ ଫିଭର । ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା।  ତା…

୧୧ରୁ ଢେଙ୍କାନାଳରେ ଯୋରନ୍ଦା ମେଳା

ଢେଙ୍କାନାଳ (ଆମ ଟିଭି): ଯୋରନ୍ଦା ମେଳା ଆସନ୍ତା ୧୧ ତାରିଖ ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାତଃ ସାଢେ ୩ରେ ଗାଦି ମନ୍ଦିର, ଏକୋଈଶହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ…

ପୁଣି ପ୍ରୟାଗରାଜ ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ

ପ୍ରୟାଗରାଜ (ଆମ ଟିଭି): ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ଏକ ଅଘଟଣ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଏଠାରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…