ଆଜି ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ନବୀନ

ଭୁବନେଶ୍ବର (ଆମ ଟିଭି): ଓଡ଼ିଶାକୁ କିପରି ପୁଞ୍ଜି ଆସିବ । ଓଡ଼ିଶାରେ କିପରି ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ, ସେନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତି ଗାଏବ

ଅଯୋଧ୍ୟା(ଆମ ଟିଭି): ଗତ କିଛିଦିନ ହେବ ଅଯୋଧ୍ୟା ରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ଭାଇରାଲ ହେବାରେ ଲାଗିଛି। ହେଲେ ଏହାରି ଭିତରେ ସେହି ମନ୍ଦିରରୁ ମୂର୍ତ୍ତି ଗାଏବ ହୋଇଥିବା ଖବର…

ଡିଜିଟାଲାଇଜେସନ ଦେଶରେ ନୂତନ ସୁଯୋଗ ସୃଷ୍ଟି କରୁଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶ ଏବେ ଡିଜିଟାଲ ଆଡ଼କୁ ଗତି କରୁଛି। ଲାଇଫଷ୍ଟାଇଲ ଏକ ନୂଆ ରୂପ ନେଉଛି । ୫ଜି, ଡିଜିଟାଲ ପେମେଣ୍ଟ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଦେଶରେ ଡିଜିଟାଲାଇଜେସନ…

ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍ ଝଟକା

ନୂଆଦିଲ୍ଲୀ(ଆମ ଟିଭି): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ବିଶେଷ କରି ଉଦ୍ଧବ ଗୋଷ୍ଠୀ ଓ ଏକନାଥଙ୍କ ଗୋଷ୍ଟୀ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ବର୍ତ୍ତମାନ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା!

ପୁରୀ(ଆମ ଟିଭି): ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଅନେକ କିଛି ଆଲୋଚନା ହେଉଛି । ରତ୍ନଭଣ୍ଡାରରେ କ’ଣ ଅଛି? କାହିଁକି ଖୋଲାଯାଉନି ରତ୍ନଭଣ୍ଡାର? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏନେଇ…

ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ମୁମ୍ୱାଇ (ଆମ ଟିଭି): ଘୋଷଣା ହେଲା ଦାଦା ସାହେବ ଫାଲକେ ପୁରସ୍କାର । ଚଳିତ ବର୍ଷର ଦାଦା ସାହେବ ପୁରସ୍କାର ପାଇଁ ଆଜି ନାଁ ଘୋଷଣା ହୋଇଛି । ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ (ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ । ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ହାଟରେ ପଡ଼ି ପଦାରେ ଗଡ଼ୁଛି…

ଅକ୍ଟୋବର ୩ରୁ ଆସୁଛି ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’

ଭୁବନେଶ୍ୱର (ଆମ ଟିଭି): ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିର୍ଣ୍ଣ ଧରଣର ନୂଆ ମେଗା ଧାରାବାହିକ । ଯାହାର ନାଁ ରହିଛି ‘ସାଥୀରେ’ । ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ…

ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଶ୍ୱସ୍ତି: ମିଳିଲା ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ (ଆମ ଟିଭି): ଜ୍ୟାକଲିନ୍ ଙ୍କୁ ଆଶ୍ୱସ୍ତି । ୨୦୦ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜାକଲିନଙ୍କୁ ଆଶ୍ବସ୍ତି । ଜାକଲିନ ଫର୍ଣ୍ଣାଡିଜଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ…

ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ନବୀନ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ମୁମ୍ବାଇ ପରେ ବେଙ୍ଗାଳୁରୁ । ଆସନ୍ତା ୨୮ ତାରିଖରେ ସିଲିକନ…