ପୁଣି ଜେଲ୍ ଜିବେକି ଆଜମ୍ ଖାନ୍

0

ଲକ୍ଷ୍ନୌ(ଆମ ଟିଭି): ପୁଣି ଜେଲ୍ ଯାଇପାରନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ୍। ବଢ଼ିଲା ତାଙ୍କ ଅଡୁଆ। ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା ବିଧାୟକ ଆଜମ ଖାନ୍। ତାଙ୍କୁ ତିନୋଟି ଧାରାରେ ରାମପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି। ଅତି କମ୍‌ରେ ତାଙ୍କୁ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇ ପାରନ୍ତି କୋର୍ଟ।

୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ସମାଜବାଦି ପାର୍ଟି ଏବଂ ବାହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ରାମପୁରରେ ମୁତୟନ ହୋଇଥିବା ଅନେକ ପ୍ରଶାସନିକ ଅଧିକାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.