ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ: ୧୦୦୦ ଟଙ୍କା ବିନିମୟରେ ପ୍ଲଟ ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

କଟକ (ଆମ ଟିଭି): ହାଇକୋର୍ଟରେ ଶୁଣାଣି ହୋଇଛି ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲା । ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲାରେ ଉତ୍କଳ ସମ୍ମିଳନୀର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ୧ ହଜାର ଟଙ୍କା ବିନିମୟରେ ପ୍ଲଟ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.