ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୯:୧୫ ସୁଦ୍ଧା ୨୦୫ ଟି ଆସନର ଟ୍ରେଣ୍ଡସ ସାମ୍ନାକୁ ଆସିଛି। ଏଥିରେ NDA ୧୩୫ ଟି ଆସନରେ ଏବଂ ମହାଗଠବନ୍ଧନ ୬୬  ଟି ଆସନରେ ଆଗୁଆ ଅଛନ୍ତି।

ଅନ୍ୟ ଦଳର ପ୍ରାର୍ଥୀମାନେ ୩ ଟି ଆସନରେ ଆଗୁଆ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏହା ପ୍ରାରମ୍ଭିକ ଟ୍ରେଣ୍ଡସ। ଆଗାମୀ ୧ ଘଣ୍ଟା ପରେ ସଂଖ୍ୟା ସ୍ପଷ୍ଟ ହେବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.