ବିଜେପି ଉପରେ ବର୍ଷିଲା ବିଜେଡି

0

ଭୁବନେଶ୍ୱର(ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି । ଓଡ଼ିଶା ଭାଜପା ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ପ୍ରତି ୧୫ ଦିନରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ।

ଶଙ୍ଖ ଭବନଠାରେ ଶନିବାର ଗଣମାଧ୍ୟମକୁ ସେ କହିଛନ୍ତି, ଓଡ଼ିଶା ଭାଜପାର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢ଼ା ଏବଂ ମିଥ୍ୟା ବିବୃତି ଦେଉଛନ୍ତି । ଯଦି ଓଡ଼ିଶା ଭାଜପା ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ଅଦାଲତଙ୍କ ନିକଟକୁ ଯାଇ ତଥ୍ୟ ପ୍ରମାଣ ଦାଖଲ କରୁନାହାନ୍ତି।

 

Leave A Reply

Your email address will not be published.