ବୋହୂଙ୍କ ଅଭିଯୋଗ ପରେ ଏପରି କହିଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା?

0

ଭୁବନେଶ୍ୱର (ଆମ ଟିଭି): ଅଡୁଆରେ ବିଧାୟକ ଶଶୀଭୂଷଣ ବେହେରା । ତାଙ୍କ ନାଁରେ ଯୌତୁକ ନିର୍ୟାତନା ଆଣିଛନ୍ତି ବୋହୂ ରୋନାଲି ବେହେରା । ବୋହୁଙ୍କ ନିର୍ୟ୍ୟାତନା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ସେ କହିଛନ୍ତି ଅଭିଯୋଗ ଭିତ୍ତିହୀନ।

୨ ବର୍ଷ ତଳେ ବୋହୂଙ୍କ ବାପା ଆସି ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ବୋହୂ ବିବାହ ପରେ ଆମ ଘରେ ମାତ୍ର ୧ ମାସ ୧୧ ଦିନ ରହିଥିଲେ। ୨ ବର୍ଷ ପରେ ଏଭଳି ଅଭିଯୋଗ ଆସିବା ମୋତେ ଦୁଃଖ ଦେଇଛି। ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଶଶିଭୂଷଣ।

Leave A Reply

Your email address will not be published.