ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ଲୋକସଭା ପାଇଁ ବିଜେପି ଆଜି ପ୍ରତିଶ୍ରୁତି ପତ୍ର ଜାରି କରିଛି । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପପତ୍ରର ଅନାବରଣ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି , ଯଦି ଦେଶରେ ବିଜେପି ସରକାର ଗଠନ ହୁଏ ତେବେ ଆଗାମୀ ୫ବର୍ଷ ପାଇଁ କଣ କାମ କରିବେ ଓ ଭୋଟରଙ୍କୁ କ’ଣ କ’ଣ ମାଗଣାରେ ଯୋଗାଇ ଦେବେ ତାହା ଏହି ଘୋଷଣାପତ୍ରରେ ଲେଖାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଘୋଷଣାପତ୍ରରେ ବିଶେଷ ଭାବେ ୪ଟି ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ତାହା ମଧ୍ୟରେ କୃଷକ, ଗରିବ, ଯୁବକ ଓ ମହିଳାମାନେ ରହିଛନ୍ତି । ବିଜେପି ସରକାର ପୁଣି ଗଠନ ହେଲେ ଏହି ୪ବର୍ଗ ଉପରେ ବିଶେଷ ଧ୍ୟାନ କେନ୍ଦିତ୍ର କରି ସେମାନଙ୍କ ବିକାଶ ଉପରେ କାର୍ଯ୍ୟ କରାଯିବ । ଏହାସହ ସରକାର ଆସିଲେ ମାଗଣାରେ ଏସବୁ ଜିନିଷ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ମଧ୍ୟରେ ରହିଛି ….