ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ ହେଲା ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଚିତ୍ର ସଂଗ୍ରହ ‘ବ୍ରିଜିଂ ସେଞ୍ଚୁରିଜ୍’

0

ଭୁବନେଶ୍ୱର(ଆମ ଟିଭି): ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଚିତ୍ର ସଂଗ୍ରହ ‘ବ୍ରିଜିଂ ସେଞ୍ଚୁରିଜ୍’ ପୁସ୍ତକର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାରବେଳ ଯୁଗର କଳିଙ୍ଗ ସାମ୍ରାଜ୍ୟର ସ୍ଥିତିକୁ ନେଇ ଚିତ୍ର ସବୁ ପୁସ୍ତକରେ ସ୍ଥାନ ପାଇଛି ।ଉଦୟଗିରି ଗୁମ୍ଫାରେ ଥିବା କାରୁକାର୍ଯ୍ୟକୁ ସେ ବିଶେଷତଃ ବହିରେ ସ୍ଥାନ ଦେଇଛନ୍ତି। ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଶ୍ୟାମସୁନ୍ଦରଙ୍କ ଭୂୟସୀ ପ୍ରଶଂସା କରିବା ସହିତ ଏହା ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିର ବାର୍ତ୍ତାବହ ହେବ।

ବହିଟିର ପ୍ରକାଶନୀ ଦାୟିତ୍ୱ ନେଇଛନ୍ତି ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ।

 

 

Leave A Reply

Your email address will not be published.