Browsing Category

International

ଜୁନ୍ ୨୦୨୬ରେ ବାଂଲାଦେଶ ସାଧାରଣ ନିର୍ବାଚନ

ଗତ ବର୍ଷ ଅଗଷ୍ଟ ମାସରୁ କାମଚଳା ସରକାରର ମୁଖ୍ୟ ପରାମର୍ଶଦାତା ଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଆହୁରି ବର୍ଷେ ଯାଏ ପଦବୀରେ ରହିବେ । ଶୀଘ୍ର ନିର୍ବାଚନ ପାଇଁ ସବୁ ରାଜନୈତିକ…

ବଲୁଚିସ୍ତାନ ପ୍ରାନ୍ତରେ ସ୍କୁଲ ବସରେ ବିସ୍ଫୋରଣ, ୪ ପିଲା ମୃତ , ୩୮ ଆହତ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣ ହେବା ଯୋଗୁଁ ସ୍କୁଲ ବସରେ ଥିବା ପିଲାଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୮ ଜଣ ଗୁରୁତର ଆହତ…

ପାକିସ୍ତାନ ପରେ ଏବେ ତୁର୍କୀ ପାଳି, ଭାରତରେ ତୁର୍କୀର ସରକାରୀ ମିଡିଆ ଟିଆରଟିର ଏକ୍ସ ଆକାଉଣ୍ଟ ବ୍ୟାନ

ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡ୍ରାଗନର ମୁଖପାତ୍ର ଗ୍ଲୋବାଲ ଟାଇମ୍ସକୁ ଭାରତ ବ୍ୟାନ କରାଯାଇଛି । ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ…

ଅଟକ BSF ଯବାନଙ୍କୁ ଛାଡିଲା ପାକିସ୍ତାନ, ୨୧ ଦିନ ହେଲାଣି ଅଟକ ରଖିଥିଲା

ନୂଆଦିଲ୍ଲୀ (ଆମ ଟିଭି):  ଭାରତ- ପାକିସ୍ତାନ ଟେନସନ ମଧ୍ୟରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୧ ଦିନ ପରେ ପାକିସ୍ତାନୀ…

ଆତଙ୍କବାଦୀ ଘଟଣା ସମ୍ପର୍କରେ ସ୍ଵୀକାର କଲେ ପାକିସ୍ତାନ ପ୍ରତିରକ୍ଷା: ଆମେରିକାକୁ କଲେ ଦାୟୀ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୁଣି ଥରେ ଆତଙ୍କବାଦୀ ସଂଗଠନ ସହିତ ପାକିସ୍ତାନର ସମ୍ପର୍କକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦ…

‘ଅପରେସନ ସିନ୍ଦୁର’ ଯୋଗୁଁ ଭୟଭୀତ ଦାଉଦ ଇବ୍ରାହିମ: ପାକିସ୍ତାନ ଛାଡି ଫେରାର ହେଲା ଅଣ୍ଡରୱାର୍ଲ୍ଡ ଡନ୍

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ ଛାଡି ପଳାଇଯାଇଛି। ସେ ବର୍ଷ…

ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମା ଧମକ ଦେଲା ‘ପାକିସ୍ତାନ’, GCA କୁ ମିଳିଲା ମେଲ୍

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଏହି ଆକ୍ରମଣରେ ଡଜନ ଡଜନ ଆତଙ୍କବାଦୀଙ୍କୁ ହତ୍ୟା କରି ଭାରତ ପହଲଗାମ ଆତଙ୍କବାଦୀ…

ନାଗରିକଙ୍କୁ ଟାର୍ଗେଟ କରିବା ଭୁଲ’, ପହଲଗାମ ଆକ୍ରମଣକୁ ନିନ୍ଦା କଲେ ଜାତିସଂଘ ମହାସଚିବ

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେରିକା, ଇସ୍ରାଏଲ ସମେତ ବିଶ୍ୱର ଅନେକ ଦେଶ କଡ଼ା ସମାଲୋଚନା କରିଛନ୍ତି। ଏହି ଆକ୍ରମଣ ପରେ ଭାରତ ଏବଂ…

ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ…

‘ଦୁଇ ମାସର ରାସନ୍ ମହଜୁଦ ରଖ’: ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ଲୋକଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ବାତାବରଣ ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ…