Browsing Category
International
ମାଲୱିର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ
ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ । ଉପରାଷ୍ଟ୍ରପତି ସୋଲସ କ୍ଲାସ ଚିଲିମାଙ୍କୁ ନେଇ ଯାଉଥିବା ଏୟାରକ୍ରାଫ୍ଟ ନିଖୋଜ…
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା
ନୂଆଦିଲ୍ଲୀ (ଆମ ଟିଭି); ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଆତଙ୍କୀ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ ଲକ୍ଷ୍ୟରେ ରକ୍ତମୁଖା ହୋଇଛି ଆଇଡିଏଫ । ପ୍ରଭାବରେ…
ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍ ନମ୍ବର
ନୂଆଦିଲ୍ଲୀ (ଆମ ଟିଭି): ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା…
ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଥିବା ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ରେ ଏବେ ପ୍ରେମର ନୂଆ…
ଭୁବନେଶ୍ୱର : ଓଡିଶାର ନମ୍ବର-୧ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ଓ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତା'ର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ…
ଏୟାର ଷ୍ଟ୍ରାଇକ୍ ପରେ ଏବେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ
ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଇରାନର ବଡ଼ ଜବାବ । ଏୟାର ଷ୍ଟ୍ରାଇକ୍ ପରେ ଏବେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ପାକିସ୍ତାନ ମାଟିରେ ପଶି ଜୈଶ-ଅଲ-ଅଦଲ…
ଆଜି ଆସିବ ପାକିସ୍ତାନର ଜନାଦେଶ
ନୂଆଦିଲ୍ଲୀ(ଆମ ଟିଭି): ଆଜି ଆସିବ ପାକିସ୍ତାନର ଜନାଦେଶ । ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ ଗଢିବ ନୂଆ ସରକାର । କାହାକୁ ସ୍ପଷ୍ଟ ବହୁମତ ମିଳିବ ନା ପାକିସ୍ତାନରେ ଏଥର…
ପାକିସ୍ତାନରେ ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନରେ ନୂଆ ସରକାର ପାଇଁ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ…
ବ୍ରିଟେନର କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ କ୍ୟାନସର
ନୂଆଦିଲ୍ଲୀ(ଆମ ଟିଭି): ବ୍ରିଟେନର କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ସ୍ବାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବକିଂହାମ୍ ପ୍ୟାଲେସର ସୂଚନା ଅନୁସାରେ କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନ୍ସର…
ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ପୁଣି ବଢିଲା ଇମ୍ରାନ୍ ଖାନଙ୍କ ଅଡ଼ୁଆ । ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ…
ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ
ନୂଆଦିଲ୍ଲୀ: ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା…