Browsing Category
International
ମଧ୍ୟ ଋଷିଆରେ ଘୂର୍ଣ୍ଣିଝଡ଼: ୧୦ ମୃତ
ନୂଆଦିଲ୍ଲୀ(ଆମ ଟିଭି): ଋଷ ଉପରେ ୟୁକ୍ରେନ୍ ଘନ ଘନ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ମଧ୍ୟ ଋଷିଆରେ ଚିନ୍ତା ବଢାଇଛି ଘୂର୍ଣ୍ଣିଝଡ଼ । ମଧ୍ୟ ରୁଷିଆରେ ପ୍ରବଳ ବର୍ଷା ସାଙ୍ଗକୁ…
ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ
ନୂଆଦିଲ୍ଲୀ (ଆମ ଟିଭି): ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬,୦ ବୋଲି ଜଣାପଡିଛି । ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ ।…
ଆଇଏସଆଇ ଟାର୍ଗେଟରେ ଭାରତୀୟ ସେନା ବିଦ୍ୟାଳୟ
ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନର ଆତଙ୍କବାଦୀ ସଂସ୍ଥା ଏବେ ଭାରତକୁ ତାର ଟାର୍ଗେଟରେ ରଖିଛି । କୌଣସି ନା କୌଣସି ଉପାୟରେ ସେ ଭାରତର ସର୍ବନାଶ କରିବାକୁ ଚାହୁଁଛି । ଏହାକୁ ଭାରତୀୟ…
ପୁଣି ୨ଟି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଇତ୍ତର କୋରିଆ
ନୂଆଦିଲ୍ଲୀ (ଆମ ଟିଭି): ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ କ୍ଷେପଣାସ୍ତ୍ର ଉପରେ ନିରନ୍ତର କ୍ଷେପଣାସ୍ତ୍ର ପରୀକ୍ଷା କରୁଛନ୍ତି। ଗତ ଏକ ସପ୍ତାହରେ କେବଳ ୪ ଟି କ୍ଷେପଣାସ୍ତ୍ର ପରୀକ୍ଷା…
ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ(ଆମ ଟିଭି): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ଲାଗିଛି । ଟ୍ରମ୍ପଙ୍କ ନିର୍ବାଚନ ଅନୁସନ୍ଧାନକୁ ରୋକିବା ପାଇଁ ଜର୍ଜିଆ…
ଚନ୍ଦ୍ରଯାନ-୩କୁ ନେଇ ଏମିତି କହିଲା ଚୀନ୍ ?
ନୂଆଦିଲ୍ଲୀ (ଆମ ଟିଭି): ଭାରତ ଚନ୍ଦ୍ରଯାନ- ୩ କୁ ସଫଳତାର ସହ ଲଞ୍ଚ କରିଛି। ଏହି ସଫଳ ଉନ୍ମୋଚନ ସମଗ୍ର ବିଶ୍ୱ ଦ୍ୱାରା ଦେଖାଗଲା । ଏହି ବିଷୟରେ ଦେଶରେ ଖୁସିର ଲହରୀ ଅଛି, ଇସ୍ରୋ ସମଗ୍ର…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର ସମ୍ମାନ’
ନୂଆଦିଲ୍ଲୀ (ଆମ ଟିଭି): ବିଦେଶରେ ବଢୁଛି ଭାରତର କ୍ରେଜ୍ । ଆଉ ଏହାର କର୍ଣ୍ଣଧାର ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଫ୍ରାନ୍ସ…
ଋଷ- ୟୁକ୍ରେନ ଯୁଦ୍ଧ ୫୦୦ ଦିନରେ ପହଞ୍ଚିଲା
ନୂଆଦିଲ୍ଲୀ (ଆମ ଟିଭି): ଗତ ବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି । ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର…
ପରଲୋକରେ ହଲିଉଡ୍ ର ପ୍ରସିଦ୍ଧ ଗାୟିକା କୋକୋ ଲି
ନୂଆଦିଲ୍ଲୀ (ଆମ ଟିଭି): ହଲିଉଡ ରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି। ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଗୁରୁବାର ସାମ୍ନାକୁ ଆସିଛି। ଏହି ଦୁଃଖଦ…
ବିଶ୍ବକପ୍ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା
ନୂଆଦିଲ୍ଲୀ (ଆମ ଟିଭି): ବିଶ୍ଵକପ ପୁର୍ବରୁ କ୍ରିକେଟ ରୁ ଆସୁଛି ଏକ ବଡ଼ ଖବର। ୨୦୨୩ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଅକ୍ଟୋବର -ନଭେମ୍ବର ମାସରେ ଭାରତରେ ଖେଳାଯିବ । ହେଲେ ବିଶ୍ୱକପର…