Browsing Category

National

ପ୍ରତିମାସରେ ହେବ ମକ୍‌ଡ୍ରିଲ୍ ; ସୀମାରେ ହେବ ଯୁଦ୍ଧାଭ୍ୟାସ

ଦିନକ ପରେ ପୁଣି ମକ୍‌ଡ୍ରିଲ୍, ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧…

ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶଶି ଥରୁର: କଂଗ୍ରେସ ନେତା କହିଲେ ଭାଜପାର ‘ଚାମ୍‌ଚା’

ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ, କଂଗ୍ରେସ…

ପୁଣି ବଢିଲା କୋରୋନା: ଦେଶରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ସକ୍ରିୟ ମାମଲା ସଂଖ୍ୟା

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି। ପ୍ରତିଦିନ କୋଭିଡ୍ ମାମଲା ସାମ୍ନାକୁ ଆସୁଛି। ଆଜି ସକାଳ ପର୍ଯ୍ୟନ୍ତ ଭାରତରେ ୧୦୪୭ ସକ୍ରିୟ…

IPL 2025 Schedule: ଜାଣନ୍ତୁ କେଉଁ ଦଳ କେବେ ଖେଳିବ, କେଉଁଠି ହେବ ମ୍ୟାଚ୍?

ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ-୨୦୨୫ ର ଲିଗ୍ ପର୍ଯ୍ୟାୟ ଏବେ ଶେଷ ହୋଇଛି। ଯାହାର ଶେଷ ତଥା ୭୦ ତମ ମ୍ୟାଚ୍ ମଇ ୨୭ ତାରିଖରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ…

ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ ଛୁଇଁଲା: ମୃତ୍ୟୁ ସଂଖ୍ୟା ୧୧

ନୂଆଦିଲ୍ଳୀ (ଆମ ଟିଭି): କିଛି ବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି…

ଗୁଜରାଟରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଲେ ମୋଦି, ବିଦେଶୀ ଜିନିଷ ବ୍ୟବହାର ନ କରିବାକୁ କଲେ ଅପିଲ୍

ନୂଆଦିଲ୍ଲୀ (ଆମ ଟିଭି): ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଗୁଜରାଟ ୨ ଦିନିଆ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ…

କର୍ଣ୍ଣାଟକ : ବିଜେପିରୁ ୨ ବିଧାୟକ ୬ ବର୍ଷ ପାଇଁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟକଳାପରେ ଥିଲେ ସାମିଲ

ନୂଆଦିଲ୍ଲୀ (ଆମ ଟିଭି):  ଭାରତୀୟ ଜନତା ପାର୍ଟି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ…

ପୁଣି ବଢ଼ୁଛି କୋଭିଡ୍‌ ସଂକ୍ରମଣ, ୧ ହଜାର ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

କିଛି ବର୍ଷର ବ୍ୟବଧାନରେ ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଦେଶରେ କୋଭିଡ…

ପୁରୀ ସମୁଦ୍ରରେ ବୁଡ଼ିଯାଇଥିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ: ସୁରକ୍ଷିତ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ

ପୁରୀ ସମୁଦ୍ରରେ ବୁଡ଼ିଯାଇଥିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ । ସମୁଦ୍ରରେ ଓଲଟିପଡ଼ିଥିଲା ସ୍ପିଡ୍ ବୋଟ୍ । ଉଭୟଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ । ସ୍ପିଡ୍ ବୋଟରେ ଥିଲେ ୪ ଜଣ ପର୍ଯ୍ୟଟକ ।…

ମୁମ୍ବାଇରେ ପ୍ରବଳବର୍ଷା, ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ (ଆମ ଟିଭି): ମୌସୁମୀ କେରଳ ଛୁଇଁବା ପରେ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ରାଜଧାନୀ…