Browsing Category

National

ବାତ୍ୟାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସବୁ ସ୍କୁଲ-କଲେଜ ଛୁଟି

ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ଆନ୍ଧ୍ର ପ୍ରଦେଶର ମଛିଲିପାଟଣା…

ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ! ଶହବାଜ-ମୁନିରଙ୍କୁ କଲେ ଖୁବ ପ୍ରଶଂସା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ‘ଚମତ୍କାର ଲୋକ’ ଏବଂ ୱାଶିଂଟନ ଖୁବ ଶୀଘ୍ର…

ଡରାଇଲାଣି ବାତ୍ୟା: ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବ !

ଭୁବନେଶ୍ୱର (ଆମ ଟିଭି): ଭୀଷଣ ବାତ୍ୟାର ରୂପ ନେବ ଘୂର୍ଣ୍ଣିଝଡ଼। ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର IMD। 2୮ ଓ ୨୯ ତାରିଖ ରାତିରେ ଲ୍ୟାଣ୍ଡଫଲ କରି ମାଲକାନଗିରି ଜିଲ୍ଲା ଦେଇ…

ଜେଡିୟୁର ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ସମେତ ୧୧ ନେତା ବହିଷ୍କୃତ

ନୂଆଦିଲ୍ଲୀ (ଆମ ଟିଭି): ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ୧୧…

ଭାରତ-ଚୀନ ମଧ୍ୟରେ ବିମାନ ସେବା ଆଜିଠାରୁ ଆରମ୍ଭ, ନଭେମ୍ବରରୁ ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ସେବା

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ…

କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର (ଆମ ଟିଭି): ଆଜି ୧୨୭ ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚା’ ସହିତ କୋରାପୁଟ କଫି କଥା କହିଲେ ମୋଦି…

୩ ଦିନରେ ମିଳିବ ଜିଏସଟି ପଂଜୀକରଣ ମଂଜୁରୀ

ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ…

ବଲିଉଡ୍‌କୁ ବଡ଼ ଝଟକା; ଚାଲିଗଲେ ହାସ୍ୟ ଅଭିନେତା ସତୀଶ ଶାହ

ଆରପାରିରେ ବଲିଉଡ୍‌ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଆଜି ଦ୍ୱିପହର ୨ଟା ୩୦ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ । ଦୀର୍ଘଦିନ ଧରି ସେ କିଡନି…

କୁର୍ଣ୍ଣୁଲ ବସ୍ ଟ୍ରାଜେଡି: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ରାଶି…

ହାଇଦ୍ରାବାଦ (ଆମ ଟିଭି): ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା…

ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ୩.୭

ଆଫଗାନିସ୍ତାନ (ଆମ ଟିଭି): ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଜି ସକାଳ ୬.୯ ମିନିଟ୍ ସମୟରେ ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୭…