Browsing Category

National

ଆସନ୍ତାକାଲି ଭାରତ ବନ୍ଦ: ଧର୍ମଘଟରେ ଅଂଶଗ୍ରହଣ କରିବେ ୩୦ କୋଟି ଶ୍ରମିକ

ନୂଆଦିଲ୍ଲୀ (ଆମ ଟିଭି): ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଘୋଷଣା କରିଛନ୍ତି ଯେ ଫେବୃଆରୀ ୧୨ ତାରିଖ ଅର୍ଥାତ ଆସନ୍ତାକାଲି ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟରେ…

ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡିଶା ସରକାର

ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍‌ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍‌ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ…

ରକ୍ତଦାନ ଶରୀର ପାଇଁ ବରଦାନ , କଣ ରହିଛି ଏହାର ସ୍ଵାସ୍ଥ୍ୟଗତ ଲାଭ

କଥାରେ ଅଛି “ରକ୍ତଦାନ ମହାପୁଣ୍ୟ”। ରକ୍ତଦାନ ମାଧ୍ୟମରେ ଆମେ କେବଳ ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚାଇ ନଥାଉ, ବରଂ ନିଜ ଶରୀରକୁ ମଧ୍ୟ ଅନେକ ଲାଭ ଦେଇଥାଉ। ତଥାପି ଆଜିଯାଏ କେତେକ ଲୋକଙ୍କ ମନରେ ଭୟ…

“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନେଇ ବହୁତ ଦିନ ଧରି ବିବାଦ ଲାଗି ରହିଛି। ପାକିସ୍ତାନ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ ବୟକଟ ଘୋଷଣା…

ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତ ଆଉ ୧୧୪ ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି । ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ରାଫେଲ୍‌ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ…

ଆପଣଙ୍କ ସଂପର୍କରେ ଫାଟ ଦେଖାଯାଉଛି କି… ମାନନ୍ତୁ ୨-୨-୨ ନିୟମ

ବୈବାହିକ ଜୀବନ ସବୁବେଳେ ସହଜ ନୁହେଁ। ଏଥିପାଇଁ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କୁ ନିରନ୍ତର ବୁଝାମଣା, ଧୈର୍ଯ୍ୟ ଏବଂ ସମନ୍ୱୟ ବଜାୟ ରଖିବାକୁ ପଡିବ। ଦୈନନ୍ଦିନ ଦାୟିତ୍ୱ ଏବଂ ଚାପ କେତେକ ସମୟରେ…

ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ

ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ…

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ: ବାଂଲାଦେଶରେ ଫେବୃଆରୀ ୧୨ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ଆଦାନୀ ଗ୍ରୁପ୍ ବିଦ୍ୟୁତ୍ ଦେୟ ପ୍ରଦାନ ଦାବି କରି ଏକ ଚିଠି ପଠାଇଛି। ବାଂଲାଦେଶ ବିଦ୍ୟୁତ୍…

ଟେଡି ଡେ ରେ ନିଜ ସାଥୀଙ୍କୁ କିପରି ପ୍ରଭାବିତ କରିବେ ଆସନ୍ତୁ ଜାଣିବା

ସରିଲା ମିଠା ମିଠା ଚକ୍‌ଲେଟ୍‌ ଡେ।ପ୍ରେମକୁ ଅକ୍ଷୁଣ୍ଣ ରଖିବ ଟେଡି।ଆଜି ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ l ଭାଲେଣ୍ଟାଇନ୍ ସପ୍ତାହର ଏହି ବିଶେଷ ଦିନରେ ଅଧିକାଂଶ ପ୍ରେମୀ ଯୁଗଳ ନିଜ…

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

ମୁମ୍ବାଇ(ଆମ ଟିଭି): ସଲମାନ ଖାନଙ୍କ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାର…