Browsing Category
National
୩ ଦିନରେ ମିଳିବ ଜିଏସଟି ପଂଜୀକରଣ ମଂଜୁରୀ
ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ…
ବଲିଉଡ୍କୁ ବଡ଼ ଝଟକା; ଚାଲିଗଲେ ହାସ୍ୟ ଅଭିନେତା ସତୀଶ ଶାହ
ଆରପାରିରେ ବଲିଉଡ୍ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ । ଆଜି ଦ୍ୱିପହର ୨ଟା ୩୦ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ । ଦୀର୍ଘଦିନ ଧରି ସେ କିଡନି…
କୁର୍ଣ୍ଣୁଲ ବସ୍ ଟ୍ରାଜେଡି: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ରାଶି…
ହାଇଦ୍ରାବାଦ (ଆମ ଟିଭି): ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା…
ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ୩.୭
ଆଫଗାନିସ୍ତାନ (ଆମ ଟିଭି): ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଜି ସକାଳ ୬.୯ ମିନିଟ୍ ସମୟରେ ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୭…
ଶୋଷରେ ମରିବ ପାକିସ୍ତାନ, ଭାରତ ପରେ ପାଣି ବନ୍ଦ ଯୋଜନା କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ (ଆମ ଟିଭି): ଭାରତ ପରେ ପାକିସ୍ତାନକୁ ନେଇ ବକ୍ଷ ପଦକ୍ଷେପ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ବୋହୁଥିବା ସମସ୍ତ ନଦୀର ପାଣିକୁ ବନ୍ଦ କରିପାରେ…
ସାବଧାନ ରିଲ୍ସ ପ୍ରେମୀ: ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ କଲେ ଗଣିବାକୁ ପଡ଼ିବ ତଣ୍ଡ; ଯିବାକୁ ବି ପଡିପାରେ ଜେଲ
ସାବଧାନ ରିଲ୍ସ ପ୍ରେମୀ । ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ ଦଣ୍ଡନୀୟ ଅପରାଧ । ପୂର୍ବତଟ ରେଳପଥର କଡ଼ା ଚେତାବନୀ । ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ…
ବେଦାନ୍ତ କରିବ ୧ ଲକ୍ଷ କୋଟି ନିବେଶ
ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ…
ହୁତୁ ହୁତୁ ହୋଇ ଜଳିଗଲା ବସ୍: ୨୦ରୁ ଅଧିକ ଜୀବନ୍ତ ଦଗ୍ଧ
ବସ୍ରେ ନିଆଁ ଲାଗି ଅଘଟଣ । ଏନଏଚ୍ ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବସ୍.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ…
ମହାମେଣ୍ଟରେ ତୁଟିଲା ଗଣିତ : ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା, ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ଚେହେରା
ନୂଆଦିଲ୍ଲୀ (ଆମ ଟିଭି): ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଛି । ଏହି ବୈଠକରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣଶ କରାଯାଇଛି । ସେହିପରି…
ଦିଲ୍ଲୀରେ ବଡ଼ଧରଣର ଏନକାଉଣ୍ଟର, ଚାରି ଅପରାଧୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର…