Browsing Category

National

ଏନଡିଏ ଘୋଷଣା କଲା ଉପରାଷ୍ଟ୍ରପତି ପ୍ରାର୍ଥୀ, ଜାଣନ୍ତୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବାବଦରେ

ନୂଆଦିଲ୍ଲୀ (ଆମ ଟିଭି):  ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୫.୭

ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡୋନେସିଆ ଏବଂ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଇଣ୍ଡୋନେସିଆରେ ଭୂକମ୍ପ ତୀବ୍ରତା ୫.୭ ଥିବାବେଳେ ଜାପାନରେ ୫.୫୭ ରହିଥିବା ଜଣାପଡିଛି ।…

କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ

ଜମ୍ମୁ (ଆମ ଟିଭି): କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି…

ଭାରତ ଆସିବେ ମହାକାଶ ହିରୋ ଶୁଭାଂଶୁ ଶୁକ୍ଲା

ଲକ୍ଷ୍ନୌର ଗର୍ବ ଏବଂ ଦେଶର ମହାକାଶ ନାୟକ ଶୁଭାଂଶୁ ଶୁକ୍ଳା ଖୁବ୍ ଶୀଘ୍ର ଭାରତ ଫେରିବାକୁ ଯାଉଛନ୍ତି। ସେ ଅଗଷ୍ଟ ୧୭ରେ ଦିଲ୍ଲୀରେ ପହଞ୍ଚିବେ ଏବଂ ୨୫ରେ ଲକ୍ଷ୍ନୌ ଯିବେ। ସେ ଲକ୍ଷ୍ନୌ…

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି…

ରାଣୀ ପଣ୍ଡାଙ୍କ “ନାଟ୍ୟମଣ୍ଡପ” ଯାତ୍ରା ଉଦଘାଟନୀ ଉତ୍ସବରେ ବଲିଉଡର କ୍ଲାସିକ୍ ହିରୋ “ରାହୁଲ…

ଭୁବନେଶ୍ୱର (ଆମ ଟିଭି): ନବେ ଦଶକରେ ବଲିଉଡ ସିନେ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିବା "ଆଶିକ୍" ଚଳଚ୍ଚିତ୍ରର ନାୟକ "ରାହୁଲ ରୟ" ଙ୍କର ପାଦ ପଡିଛି ଓଡିଶା ମାଟିରେ l ଚଳଚ୍ଚିତ୍ର "ଆଶିକ୍"…

ବିହାରର ଯୁବକଙ୍କ ପାଇଁ ଖୁସି ଖବର: ଏଣିକି ମାତ୍ର ୧୦୦ ଟଙ୍କାରେ ଭରିପାରିବେ ପ୍ରତ୍ୟେକ ପରୀକ୍ଷା ଫର୍ମ

ନୂଆଦିଲ୍ଲୀ (ଆମ ଟିଭି): ବିହାରର ଯୁବପିଢ଼ିଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟର ଯୁବକମାନଙ୍କୁ ବିଭିନ୍ନ ସରକାରୀ ଚାକିରି ପରୀକ୍ଷା ପାଇଁ…

ଲାଲକିଲ୍ଲାରୁ ଅପରେସନ ସିନ୍ଦୂର ନେଇ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ବୀର ଯବନାଙ୍କୁ କଲେ ସାଲ୍ୟୁଟ୍

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ସେ ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଯଦି ଶତ୍ରୁମାନେ ପୁଣି…

ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଭାଷଣ ଦେଇ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୩ ମିନିଟ କଲେ ଦେଶକୁ ସମ୍ବୋଧନ

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଲାଲକିଲ୍ଲାରେ ରେକର୍ଡ କରିଛନ୍ତି । ସବୁଠାରୁ ଲମ୍ବା ଭାଷଣ ଦେଇ ନିଜର ରେକର୍ଡ ଭାଙ୍ଗିଛନ୍ତି ମୋଦି । ଦେଶ ଆଜି ୭୯ତମ…

ସ୍ୱାଧୀନତା ଦିବସରେ ମୋଦିଙ୍କ ୧୦ ବଡ଼ ବାର୍ତ୍ତା, ଦୀପାବଳିରେ ଦେଶବାସୀଙ୍କୁ ମିଳିବ ବଡ଼ ଉପହାର

ନୂଆଦିଲ୍ଲୀ (ଆମ ଟିଭି):  ଆଜି ଭାରତ ସ୍ୱାଧୀନତାର ୭୯ତମ ବାର୍ଷିକୀ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ସେ ଆତଙ୍କବାଦୀମାନଙ୍କୁ…